ଆଜି ସନ୍ଧ୍ୟାରେ ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା।ଏଥିପାଇଁ ଆଜି ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିବାର ସମ୍ଭାବନା ଅଛି।ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଜେପିର ଅଧ୍ୟକ୍ଷ ଅମିତ୍ ଶାହା,ଗୃହ ମନ୍ତ୍ରୀ ରାଜନାଥ ସିଂହ,ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ,ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ,କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଗ ଦେବାର ସମ୍ଭାବନା ଅଛି।