ସରିଯାଇଛି ନିର୍ବାଚନ ର ଶେଷ ପର୍ଯ୍ୟାୟ I ବିଭିର୍ଣ୍ଣ ରାଜନୈତିକ ଦଳ ଗୁଡିକର ଅଙ୍କ କଷିଛନ୍ତି କିଛି ସଂସ୍ଥା I ଫଳାଫଳ ପୂର୍ବରୁ କେଉଁ ଦଳ କେତେ ଆସନ ପାଇବ ତାହାକୁ ନେଇ ପୂର୍ବାନୁମାନ କରିଛନ୍ତି ସଂସ୍ଥା ଗୁଡିକ I ତେବେ ଗତକାଲି ଅଧିକାଂଶ ଗଣମାଧ୍ୟମ ଏବଂ ସଂସ୍ଥା ର ରିପୋର୍ଟ ଅନୁଯାଇ ଦେଖିବାକୁ ମିଳିବ ମୋଦି ମ୍ୟାଜିକ I ପୁଣି ଥରେ ବବିଜେପି ସରକାର ଆସିବ ବୋଲି Exit Poll ରିପୋର୍ଟ ର ପୂର୍ବାନୁମାନ
I 542 ଲୋକସଭା ସିଟ୍କୁ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ ର ରିପୋର୍ଟ ଅନୁଯାଇ ଆସନ୍ତୁ ଜାଣିବା କେଉଁ ଦଳ କେତେ ପାଇବା I ଜାତୀୟ ଗଣମାଧ୍ୟମ INDIA Today ରିପୋର୍ଟ ଅନୁଯାଇ ଏନ୍ଡିଏ କୁ 298 ମିଳୁଥିବା ବେଳେ ୟୁପିଏ କୁ 118 ଏବଂ ଅନ୍ୟାନ୍ୟ ଦଳ କୁ 126 ସିଟ୍ ମିଳିବାର ସମ୍ଭାବନା ରହିଛି I
ନିର୍ବାଚନ ସଂକ୍ରାନ୍ତରେ ନିରପେକ୍ଷ ଖବର ପାଇବାକୁ ଫେସ୍ବୁକ ରେ ଲାଇକ /ଫଲୋ କରନ୍ତୁ ଆମ ଫେସ୍ବୁକ ପେଜ୍ କୁ