ଜେଏନୟୁ କ୍ୟାମ୍ପସରେ ମୁଖା ପିନ୍ଧା ଦୁର୍ବୁର୍ତ ମାନେ ଛାତ୍ରଛାତ୍ରୀ ଙ୍କୁ ଆଖିବୁଜା ପିଟିଥିବା ବେଳେ ଏହି ଘଟଣା ବିବାଦୀୟ ହେଇପଡିଥିଲା ଏବଂ ତୀବ୍ର ବିରୋଧ କରାଯାଇଥିଲା ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଏହି ସମୟରେ ଦୀପିକା ଆଘାତ ଲାଗିଥିବା ଛାତ୍ରୀ ଙ୍କୁ ସମର୍ଥନ ଜଣାଇଥିଲେ ଏହାପରେ 10ତାରିଖ ରେ ଦୀପିକା ଙ୍କ ରିଲିଜ ହେଇଥିବା ଫିଲ୍ମ ଛପାକ ଉପରେ ଏହାର ପ୍ରଭାବ ପଡିଛି I ରିଲିଜ ପୂର୍ବରୁ ଫିଲ୍ମ କୁ Boycott ଏବଂ Support ଟ୍ୱିଟର ରେ ଟ୍ରେଣ୍ଡ କରୁଥିବା ସମୟରେ ବାସ୍ତବରେ ଏହା ଦୀପିକା ଙ୍କୁ ବହୁ ମହଙ୍ଗା ପଡିଛି I ଶୁକ୍ରବାର ରିଲିଜ ହେଇଥିବା ଏଇ ଚଳଚିତ୍ର ପ୍ରଥମ ଦିନରେ 4.77,ଶନିବାର 6.90 ଏବଂ ରବିବାର 8.00 ଟୋଟାଲ 19.67 କୋଟି ଇନକମ ହେଇଚି ଚଳଚିତ୍ର ରୁ I ଏକ ବାସ୍ତବ ଘଟଣା ଏସିଡ ପୀଡିତା ଙ୍କୁ ନେଇ ଏହି କାହାଣୀ ହେଇଥିବା ବେଳେ ବିବାଦ ଯୋଗୁଁ ଏହା ବହୁ କ୍ଷତି ହେଇଥିବା ଆକଳନ କରାଯାଉଛି ସେହିପରି ସେହିଦିନ ଅଜୟ ଦେବଗନ ଙ୍କ ତନାଜି ଜବରଦସ୍ତ ଇନକମ କରିଛି ତିନିଦିନ ରେ 61.97 କୋଟି ମିଳିଛି ଚଳଚିତ୍ର ରେ I