​ଓଡ଼ିଆ ହିରୋ ହିରୋଇନ ମାନେ ଗୋଟେ  ଫିଲ୍ମ  ପାଇଁ  କେତେ  ଟଙ୍କା ନିଅନ୍ତି , ଜାଣିଲେ ଆପଣଙ୍କ ହୋସ ଉଡିଯିବ 

ସାଧାରଣତଃ ସମସ୍ତଙ୍କର ମନରେ ସବୁବେଳେ ଆସିଥାଏ କି ଓଡ଼ିଆ ହିରୋ ହିରୋଇନ ମାନେ କେତେ ଟଙ୍କା ନେଇଥାନ୍ତି ଗୋଟିଏ ଫିଲ୍ମ ପାଇଁ I ଓଡ଼ିଆ ହିରୋ ହିରୋଇନ ମାନେ ଗୋଟେ  ଫିଲ୍ମ  ପାଇଁ  ନେଉଥିବା  ଟଙ୍କା :-1) ପ୍ରିୟା ଚୌଧୁରୀ :  ପ୍ରତି ଫିଲ୍ମ ପିଛା 2-4 ଲକ୍ଷ ଟଙ୍କା ସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ :ପାରିବେନି କେହି ଅଲଗା କରି :4 ଲକ୍ଷ ଟଙ୍କା 2) ଝିଲିକ ଭଟାଚାର୍ଯ୍ୟ : ପ୍ରତି ଫିଲ୍ମ ପିଛା 4-5 ଲକ୍ଷ ଟଙ୍କା ସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ : ସୁପର ମିଛୁଆ :6 ଲକ୍ଷ ଟଙ୍କା 3) ରିୟା ଦେ : ପ୍ରତି ଫିଲ୍ମ ପିଛା 5-6 ଲକ୍ଷ ଟଙ୍କା Iସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ : ରଘୁପତି ରାଘବ ରାଜାରାମ  :8 ଲକ୍ଷ ଟଙ୍କା


4)  ବର୍ଷା ପ୍ରିୟଦର୍ଶିନୀ :ପ୍ରତି ଫିଲ୍ମ ପିଛା 7-8 ଲକ୍ଷ ଟଙ୍କା  Iସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ : ଗପ ହେଲେବି ସତ  :9 ଲକ୍ଷ ଟଙ୍କା 5)ଅର୍ଚିତା ସାହୁ : ପ୍ରତି ଫିଲ୍ମ ପିଛା 7-8 ଲକ୍ଷ ଟଙ୍କା Iସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ : ପିଲାଟା ବିଗିଡ଼ିଗଲା  :10 ଲକ୍ଷ ଟଙ୍କା 6) ଏଲିନା ସାମନ୍ତରାୟ :ପ୍ରତି ଫିଲ୍ମ ପିଛା 3-4 ଲକ୍ଷ ଟଙ୍କା I ସବୁଠାରୁ ଅଧିକ ଟଙ୍କା ନେଇଥିବା ଫିଲ୍ମ : ଅଭୟ  :4 ଲକ୍ଷ ଟଙ୍କା

ହିରୋ ମାନେ କେତେ ଟଙ୍କା ନିଅନ୍ତି :1) ପପୁ  ପମପମ:  ପ୍ରତି ଫିଲ୍ମ ପିଛା 5-6 ଲକ୍ଷ ଟଙ୍କା 2) ଅମ୍ଲାନ :ପ୍ରତି ଫିଲ୍ମ ପିଛା 6-8 ଲକ୍ଷ ଟଙ୍କା  3)  ବାବୁଶାନ :ପ୍ରତି ଫିଲ୍ମ ପିଛା 10-12 ଲକ୍ଷ ଟଙ୍କା  4)  ଅରିନ୍ଦମ :ପ୍ରତି ଫିଲ୍ମ ପିଛା 15-20 ଲକ୍ଷ ଟଙ୍କା 5) ଅନୁଭବ  ମହାନ୍ତି :ପ୍ରତି ଫିଲ୍ମ ପିଛା 25-30 ଲକ୍ଷ ଟଙ୍କା 6)ସବ୍ୟସାଚୀ ମିଶ୍ର  :ପ୍ରତି ଫିଲ୍ମ ପିଛା 8-10 ଲକ୍ଷ ଟଙ୍କା  7)ସିଦ୍ଧାନ୍ତ ମହାପାତ୍ର  :ପ୍ରତି ଫିଲ୍ମ ପିଛା 18-20 ଲକ୍ଷ ଟଙ୍କା


8)ବୁଦ୍ଧାଦିତ୍ୟ ମହାନ୍ତି  :ପ୍ରତି ଫିଲ୍ମ ପିଛା 4-5 ଲକ୍ଷ ଟଙ୍କା 9) ଆକାଶ ନାୟକ  :ପ୍ରତି ଫିଲ୍ମ ପିଛା  5-7 ଲକ୍ଷ ଟଙ୍କା I Copyright @ OdishaExclusive.in

Leave a Reply

Your email address will not be published. Required fields are marked *