ଚଉଠି ରାତିରେ ବିଧା ଗୋଇଠା ଥାନାରେ ଏତଲା
ଚଉଠି ରାତି ସମସ୍ତଙ୍କ ଜୀବନର ଏକ ଆକାଂକ୍ଷିତ ସ୍ବପ୍ନ I ଏହି ରାତିରେ ଦୁଇଟି ଅଜଣା ଶରୀର ଏକାଠି ମିଶିଥାନ୍ତି ଏବଂ ସାତ ଜନମ ପାଇଁ ଏକାଠି ହେବାର ସ୍ବପ୍ନ ଦେଖିଥାନ୍ତି I କିନ୍ତୁ ଥରେ ଭାବନ୍ତୁ ତ ଚଉଠି ରାତିରେ ମାରପିଟ ଯଦି ହୁଏ ? ସ୍ୱାମୀ ସ୍ତ୍ରୀ କୁ ଏବଂ ସ୍ତ୍ରୀ ସ୍ୱାମୀ କୁ ପିଟେ ? ହଁ ଆଜ୍ଞା ଏଭଳି ଘଟଣା ଘଟିଛି ୟୁପିର ମହାରାଜଗଞ୍ଜ ଜିଲ୍ଲାରେ I ସାତ ଜନମ ପାଇଁ … Read more ଚଉଠି ରାତିରେ ବିଧା ଗୋଇଠା ଥାନାରେ ଏତଲା