ବିଜୁବାବୁ ଙ୍କ ଆସନ୍ତା ୨୩ ତମ “ମହାପ୍ରୟାଣ “ଦିବସ ଉପଲକ୍ଷେ ପୁରୁଣା ଫର୍ଦ୍ଧ ଖୋଲିଲେ ନବୀନ ନନ୍ଦ

ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ମହାନ ଜନନାୟକ ଙ୍କ ବିଜୁ ପଟନାୟକ ଙ୍କ 23ତମ ମହାପ୍ରୟାଣ ହେଉଥିବା ସମୟରେ ଏହି ସମୟରେ ବିଗତ ଦିନର ପୁରୁଣା ସ୍ମୃତି କୁ ମନେ ପକାଇଛନ୍ତି ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ I ନିଜ ଫେସବୁକ ଟାଇମ ଲାଇନ ରେ ବଖାଣିଛନ୍ତି ସେହି ବିଗତ ଦିନର କିଛି ଅକୁହା ସ୍ମୃତି ,ଆସନ୍ତୁ ନଜର ପକାଇବା I ସେଦିନ ବୋଧହୁଏ ଥାଏ ୧୯୯୫ ମସିହା ମାର୍ଚ୍ଚ ମାସ ର … Read more ବିଜୁବାବୁ ଙ୍କ ଆସନ୍ତା ୨୩ ତମ “ମହାପ୍ରୟାଣ “ଦିବସ ଉପଲକ୍ଷେ ପୁରୁଣା ଫର୍ଦ୍ଧ ଖୋଲିଲେ ନବୀନ ନନ୍ଦ

ପାଣ୍ଡିଆନ ଙ୍କ ମୁଖ୍ୟମନ୍ତ୍ରୀ ପାଇଁ ବାଟ ସଫା ,ବବି କେବଳ ସଂଘଠନ ସମ୍ଭାଳିବେ

ଏବେ ଏବେ ଶୀତ ଛାଡି ଯାଇଥିବା ବେଳେ ଟିକେ ଟିକେ ଗରମ ଅନୂଭତ ହେଉଛି କିନ୍ତୁ ରାଜନୈତିକ ପାଣିପାଗ ର ଉଷ୍ମତା ଏତେ ବଢି ଯାଇଛି ଯେ କୌଣସି ବି ଥରମୋମିଟର ରେ ମାପି ହେଉନି I କଥା କଣ କି ଆଜ୍ଞା ଗତକାଲି ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନେକ୍ସଟ ଟୁ ପି … Read more ପାଣ୍ଡିଆନ ଙ୍କ ମୁଖ୍ୟମନ୍ତ୍ରୀ ପାଇଁ ବାଟ ସଫା ,ବବି କେବଳ ସଂଘଠନ ସମ୍ଭାଳିବେ

କାର୍ଯ୍ୟକାରିଣୀ ରୁ ସୌମ୍ୟ ଅନୁଭବ ଆଉଟ୍,ବିଶ୍ୱାସ କୁ ନେଲେନି କି ମୁଖ୍ୟମନ୍ତ୍ରୀ !

ଅଷ୍ଟମ ଥର ପାଇଁ ବିଜେଡି ସଭାପତିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହେବାପରେ ୮୦ ଜଣ ସଦସ୍ୟଙ୍କୁ ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ କରିଛନ୍ତି I ସାଧାରଣତଃ ଏହି କାର୍ଯ୍ୟକାରିଣୀ ରେ ଯେଉଁ ମାନେ ସ୍ଥାନିତ ହେଇଛନ୍ତି ସେମାନଙ୍କୁ ନେଇ କର୍ମୀ ମହଲ ରେ ଖୁସିରେ ମହଲ ଖେଳିଯାଇଥିବା ବିବାଦୀୟ ନେତା ମାନେ ଏଥିରୁ ବାଦ ପଡିଛନ୍ତି I ମନ୍ତ୍ରୀ ପଦ୍ମନାଭ ବେହେରା ଏହି କାର୍ଯ୍ୟକାରିଣୀ ରେ ସ୍ଥାନ ପାଇନାହାନ୍ତି I ମନ୍ତ୍ରୀ ଙ୍କ ନାମରେ ମିଥ୍ୟା ସତ୍ୟପାଠ … Read more କାର୍ଯ୍ୟକାରିଣୀ ରୁ ସୌମ୍ୟ ଅନୁଭବ ଆଉଟ୍,ବିଶ୍ୱାସ କୁ ନେଲେନି କି ମୁଖ୍ୟମନ୍ତ୍ରୀ !

ରାତି ଅଧରେ ଘରୁ ବିଜେଡି ନେତା ତଥା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

ରାତି ଅଧରେ ଝାରସୁଗୁଡା ର ଟାଣୁଆ ବିଜେଡି ନେତା ତଥା ବର୍ତମାନର ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଛତିଶଗଡ ପୋଲିସ ଘରୁ ଉଠାଇନେଇଛି I ଘଟଣାର ର ସମ୍ପୃକ୍ତ ତଥ୍ୟ ମିଳିପାରିନଥିଲେ ମଧ୍ୟ ପ୍ରାଥମିକ ସୂଚନା ଅନୁଯାୟୀ 2016 ମସିହାର ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅନୁପ ଙ୍କୁ ରାତି ଅଧିଆ ଛତିଶଗଡ ପୋଲିସ ଉଠାଇନେଇଛି I ବର୍ତମାନ ଅନୁପ ସାଏ ଙ୍କୁ ଛତିଶଗଡ଼ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖାଯାଇ ପଚରାଉଚରା … Read more ରାତି ଅଧରେ ଘରୁ ବିଜେଡି ନେତା ତଥା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

ଦିଲ୍ଲୀ ରେ କେଜ୍ରିୱାଲ ଙ୍କ ଝାଡୁ ସଫେଇ ରେ ବିଜେପି ଚାଣକ୍ୟ ଚିତପଟାଙ୍ଗ, ଖାତା ଖୋଲିପାରିଲାନି କଂଗ୍ରେସ

ଯଦିଓ ଆନୁଷ୍ଠାନିକ ଭାବେ ଘୋଷଣା ହେଇନି ତଥାପି ପୁଣି ଦିଲ୍ଲୀରେ ଆପ ସରକାର I ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କେଜ୍ରିୱାଲ I ସବୁ କଳ୍ପନା ଜଳ୍ପନା କୁ ପଛରେ ପକାଇ ବହୁମତ ହାସଲ କରିଛି ଆପ ଆଦମୀ ପାର୍ଟି I 70 ଆସନ ରୁ ବିଜେପି 12 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଖାତା ଖୋଲିପାରିନାହିଁ I କେଜ୍ରିୱାଲ ଙ୍କ ଝାଡୁ ସଫେଇ ରେ ସଫା ହେଇଯାଇଛି ଅନ୍ୟ ଦଳ I … Read more ଦିଲ୍ଲୀ ରେ କେଜ୍ରିୱାଲ ଙ୍କ ଝାଡୁ ସଫେଇ ରେ ବିଜେପି ଚାଣକ୍ୟ ଚିତପଟାଙ୍ଗ, ଖାତା ଖୋଲିପାରିଲାନି କଂଗ୍ରେସ

ମନ୍ତ୍ରୀ ଙ୍କ ବୈଠକ ରେ ଯୋଗ ଦେଲେନି ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷ । ଢେଙ୍କାନାଳ ବିଜେଡି ରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଜିଲ୍ଲା ପରିଷଦ ୧୮ ତମ ଯୋଜନା କମିଟି ବୈଠକ ଗତ ୧୦.୦୨.୨୦୨୦ ରେ ଜିଲ୍ଲା ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲାର ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ ଓ ବିଧାୟିକା ବି ଯୋଗଦାନ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ସରକାରୀ ଦଳର ହେଇ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ , ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ଓ … Read more ମନ୍ତ୍ରୀ ଙ୍କ ବୈଠକ ରେ ଯୋଗ ଦେଲେନି ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷ । ଢେଙ୍କାନାଳ ବିଜେଡି ରେ ଅସନ୍ତୋଷ

ରାଜନୀତି କୁ ଆସିବେ ମହେଶ୍ୱର ଙ୍କ ପୁଅ ,ପୁରୀ ବିଜେଡି ର ଧରିବେ ମଙ୍ଗ !

ପୁରୀ ରେ ଏବେ ଜୋରଦାର ଚର୍ଚା ହେଉଛି ରାଜନୀତି ରେ ଜଣେ ନୂଆ ମୁଁହ ଏଣ୍ଟ୍ରି କରିବାକୁ ଯାଉଛନ୍ତି I ମହେଶ୍ୱର ଙ୍କ ସ୍ଥାନ ଜଣେ ଯୁବକ ନେବେ ,ତେବେ ଏହି ଯୁବକ ଜଣଙ୍କ ମହେଶ୍ୱର ଙ୍କ ପୁଅ ସୁନୀଲ ମହାନ୍ତି I ପୁରୀ ରାଜନୀତି ରେ ବିଜେଡି ହାରିଯିବା ପରେ କିଛି ଦିନର ନୀରବତା ପରେ ପୁଣି ସଂଘଠନ କୁ ମଜଭୁତ କରିବାକୁ ସାମ୍ନା କୁ ଆସିଛନ୍ତି ମହେଶ୍ୱର ଙ୍କ ପୁଅ I ଯଦିଓ ଅଫିସିଆଲ … Read more ରାଜନୀତି କୁ ଆସିବେ ମହେଶ୍ୱର ଙ୍କ ପୁଅ ,ପୁରୀ ବିଜେଡି ର ଧରିବେ ମଙ୍ଗ !

ବିଜେଡି କଙ୍ଗ୍ରେସ ପ୍ରେମ ବଳିପଡିବେ ସତ୍ୟ, ମିଡିଆ ସେଲ୍‌ ଅଧ୍ୟକ୍ଷ ରୁ ହଟିବେ ସତ୍ୟ ପ୍ରକାଶ ନାୟକ

ସମ୍ପ୍ରତି ଓଡିଶା ରାଜନୀତି ରେ ବିରୋଧାଭାସ ସମ୍ପୂର୍ଣ୍ଣ ସ୍ଥିର ହେଇଯାଇଥିବା ବେଳେ ସରକାର ବିରୁଦ୍ଧରେ ମାତ୍ର ଜଣଙ୍କ ବିରୋଧାଭାସ ଦେଖିବାକୁ ମିଳୁଛି ତାହା ତଥ୍ୟ ଓ ପ୍ରମାଣ କୁ ନେଇକି I ମୋଟାମୋଟି କହିବାକୁ ଗଲେ ଗଣମାଧ୍ୟମ ରେ ସରକାର ଙ୍କୁ ଟାର୍ଗେଟ କରିପାରି ନିଦ ଉଡେଇଦେଇଥିବା ମାତ୍ର ଜଣେ ବ୍ୟକ୍ତି ଙ୍କ ନାମ ଚର୍ଚା ରେ ରହିଆସିଛି I ସେ କାଳିଆ ଦୁର୍ନୀତି ହେଉ କିମ୍ବା ପର୍ଯ୍ୟଟନ ମନ୍ତ୍ରୀ ଙ୍କ ମହିଳା ବାନ୍ଧବୀ ଙ୍କ ସହିତ … Read more ବିଜେଡି କଙ୍ଗ୍ରେସ ପ୍ରେମ ବଳିପଡିବେ ସତ୍ୟ, ମିଡିଆ ସେଲ୍‌ ଅଧ୍ୟକ୍ଷ ରୁ ହଟିବେ ସତ୍ୟ ପ୍ରକାଶ ନାୟକ

21 ପରେ 23 ? 22 ଗଲା କୁଆଡେ ? ବିଜେଡି ମନେ ରଖିନି ନିଜ ପ୍ରତିଷ୍ଠା ଦିବସ !

ଗତକାଲି ଧୂମଧାମ ରେ ସାରା ଓଡ଼ିଶାରେ ବିଜୁ ଜନତା ଦଳର 23ତମ ପ୍ରତିଷ୍ଠା ଦିବସ ପାଳନ ହେଇଯାଇଛି I ତେବେ ଏହାକୁ ନେଇ ଏବେ ସାଧାରଣ ରେ ଚର୍ଚା ହେବାରେ ଲାଗିଲାଣି ଯେ ବିଜେଡି ନିଜ ବୟସ ଭୁଲିଯାଇଛି I କାହିଁକିନା 26 ଡିସେମ୍ବର 1997 ରେ ପ୍ରତିଷ୍ଠା ହେଇଥିବା ବିଜେଡି କୁ ଗତକାଲି 22ବର୍ଷ ପୂରଣ ହେଇଚି I 2018 ରେ 21ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଜେଡି ହଠାତ 22ତମ ଜନ୍ମଦିବସ କୁ … Read more 21 ପରେ 23 ? 22 ଗଲା କୁଆଡେ ? ବିଜେଡି ମନେ ରଖିନି ନିଜ ପ୍ରତିଷ୍ଠା ଦିବସ !

ସେସୁ ର ଘରୋଇକରଣ କୁ ବିରୋଧ କରୁଥିବା ଶ୍ରମିକ ନେତା ରମେଶ ଶତପଥୀ ଙ୍କର ଖୋଲିଲା ଗୁମର

ସେସୁ ର 51% ଅଂଶଧନ କୁ ଘରୋଇ କମ୍ପାନୀ ଟାଟା ପାୱାର ଅଧିଗ୍ରହଣ କରିନେବା ପରେ ଏବେ ଟାଟା କୁ ନେଇ ଜୋରଦାର ବିରୋଧ ଚାଲିଛି I ତେବେ ଦୀର୍ଘ 19ବର୍ଷ ପରେ ପୁଣିଥରେ ଦେବାଳିଆ ହେଇଥିବା ସେସୁ ର ସୁଧାର ପାଇଁ ଘରୋଇକରଣ ନିମନ୍ତେ ଅଣ୍ଟା ଭିଡିଥିବା ଓଇଆରସି ର ଏହି ନିଷ୍ପତି କୁ ବିରୋଧ କରୁଥିବା ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ର ସଭାପତି ବୋଲାଉଥିବା ତଥା ବିଦ୍ୟୁତ ଶ୍ରମିକ ନେତା ରମେଶ ଶତପଥୀ … Read more ସେସୁ ର ଘରୋଇକରଣ କୁ ବିରୋଧ କରୁଥିବା ଶ୍ରମିକ ନେତା ରମେଶ ଶତପଥୀ ଙ୍କର ଖୋଲିଲା ଗୁମର