ଉତ୍କଳମଣି ସ୍ମୃତି ସମାରୋହ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଦିବସ ଅବସରରେ ଲୋକକଳା ଗ୍ରାମ ସାରଙ୍ଗଯୋଡି ର ଦୁଇ ଅଗ୍ରଣୀ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ମିଳିତ ଉଦ୍ୟମରେ ଉତ୍କଳମଣି ସ୍ମୃତି ସମାରୋହ ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଆଜି ପୂର୍ବାହ୍ନରେ କରୋନା କଟକଣା ନିୟମାନୁଯାୟୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗୋପବନ୍ଧୁଙ୍କୁ ମାଲ୍ୟାର୍ପଣ ଓ ଦୀପଦାନ ପରେ ସଂକୀର୍ତ୍ତନ ଓ ଦାସକାଠିଆ ମାଧ୍ୟମରେ କରୋନା ସଚେତନତା … Read more ଉତ୍କଳମଣି ସ୍ମୃତି ସମାରୋହ

ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡ଼ଚଣା ବିଦ୍ୟୁତ (TPCODL) ଯନ୍ତ୍ରୀ

Odisha Exclusive ବ୍ୟୁରୋ : ପୁଣି ଲାଞ୍ଚ ନେଇ ଭିଜିଲାସନ୍ସ ହାତରେ ଧରାପଡ଼ିଛନ୍ତି ବଡ଼ଚଣା ବିଦୁତ ଉପଖଣ୍ଡର କନିଷ୍ଠ ଯନ୍ତ୍ରୀ I ଗତକାଲି ସନ୍ଧ୍ୟା ସମୟରେ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାସନ୍ସ ତାଙ୍କୁ ଗିରଫ କରିଛି I ପ୍ରାପ୍ତ ସୂଚନା ଅନୁଯାୟୀ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମର ଚିତରଞ୍ଜନ ନାୟକ ଘର ପାଖରେ ଥିବା ୧୧ କେଭି ବିଦୁତ ଲାଇନ ସ୍ଥାନାନ୍ତର କରିବାକୁ ଶ୍ରୀ ନାୟକ ବାରମ୍ବାର ଅଫିସ … Read more ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡ଼ଚଣା ବିଦ୍ୟୁତ (TPCODL) ଯନ୍ତ୍ରୀ

ନିମାପଡା ରେ କରୋନା ରେ ମୃତ ବ୍ୟକ୍ତି ଙ୍କ ଶବ କୋଭିଡି ସେଣ୍ଟର ରୁ ରାସ୍ତା ରେ ଫୋପାଡ଼ିଦେଲେ କର୍ତ୍ତୃପକ୍ଷ

ନିକଟରେ ପୁରୀ ସତ୍ୟବାଦୀ ବିଧାୟକ ସ୍ୱୀକାର କରିଥିଲେ କି ବିରୋଧୀ ଯେଉଁ କୋଭିଡି ପରିଚାଳନା ଗତ ତ୍ରୁଟି ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ ଯେତିକି ବେଡ଼ ଅଛି ତାଠାରୁ ଅଧିକ ରୋଗୀ ଆସୁଛନ୍ତି I ଅନ୍ୟ ରୋଗୀ ଙ୍କୁ ସଠିକ ଚିକିତ୍ସା ଦିଆଯାଇପାରୁନି I ତେବେ ଏହାର ମାତ୍ର କିଛିଦିନ ରେ ସେହି ପୁରୀ ଜିଲ୍ଲା ର ନିମାପଡା ରେ ଦେଖିବାକୁ ଏପରି ଏକ ଚରମ ଅବହେଳା ର ଘଟଣା I କୋଭିଡି ସେଣ୍ଟର … Read more ନିମାପଡା ରେ କରୋନା ରେ ମୃତ ବ୍ୟକ୍ତି ଙ୍କ ଶବ କୋଭିଡି ସେଣ୍ଟର ରୁ ରାସ୍ତା ରେ ଫୋପାଡ଼ିଦେଲେ କର୍ତ୍ତୃପକ୍ଷ

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଭିତିରି କଥା ଲୁଚାଉଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ 2020 ବିଧାନସଭା ରେ ଉପସ୍ଥାପନ କରିଛନ୍ତି ଏବଂ ଏହା ଐତିହାସିକ ବୋଲି ଦାବି କରିଛନ୍ତି। କିନ୍ତୁ ଅସଲ ଭିତିରି କଥା ଲୁଚାଇଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓଡିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି। ନିଯୁକ୍ତି ପକ୍ରିୟା କୁ ଅଧିକ ସ୍ବଚ୍ଛ କରିବା ନିମନ୍ତେ ଓପିଏସସି ଓ ଏସଏସସି ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା ନିଶ୍ଚିତ … Read more ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଭିତିରି କଥା ଲୁଚାଉଛନ୍ତି ରାଜ୍ୟ ସରକାର

ଛାତ୍ର ବିଜେଡି ରେ ତୀବ୍ର ଅସନ୍ତୋଷ ସୁନ୍ଦରୀ ଯୁବତୀ ଙ୍କ କୋଉ ଦକ୍ଷତା ଦେଖି ମହାସଚିବ କଲ ?

ନିକଟରେ ବିଜୁ ଯୁବ ଛାତ୍ର ଜନତା ଦଳ ର ନବକଳେବର ହେଇଛି I ନୂଆ ଚେହେରା ସ୍ଥାନ ପାଇଛନ୍ତି Iଅଭିନେତ୍ରୀ ଏଲିନା ଦାଶ ଙ୍କୁ ମହାସଚିବ ଭାବେ ନିଯୁକ୍ତ କରାଯାଇଛି I ବହୁ ପୁରୁଣା ଛାତ୍ର ନେତା ଏଥିରୁ ବାଦ ପଡିଛନ୍ତି I ତେବେ ଏଲିନା ଙ୍କ ମହାସଚିବ ନିଯୁକ୍ତ କୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି ଛାତ୍ର ନେତା ଙ୍କ ମଧ୍ୟରେ I ଛାତ୍ର ନେତା ରାକେଶ ମହାନ୍ତି ସିଧାସଳଖ କହିଛନ୍ତି କି ମାଙ୍କଡ ହାତରେ … Read more ଛାତ୍ର ବିଜେଡି ରେ ତୀବ୍ର ଅସନ୍ତୋଷ ସୁନ୍ଦରୀ ଯୁବତୀ ଙ୍କ କୋଉ ଦକ୍ଷତା ଦେଖି ମହାସଚିବ କଲ ?

ସରକାରୀ ସ୍କୁଲ ରେ ଖେଳ ଶିକ୍ଷକ ଥାଇ ବିଜେଡି ଉପ ସଭାପତି ହେଲେ ସୁଭାସିସ ଖୁଣ୍ଟିଆ

ନିକଟରେ ବିଜେଡି ଦଳରେ ଏକ ପରିବର୍ତନ ହେଇଥିବା ବେଳେ ପୁରୀ ଯୁବ ନେତା ସୁଭାସିସ ଖୁଣ୍ଟିଆ ଓରଫ ଲକି ଖୁଣ୍ଟିଆ ଙ୍କୁ ମିଳିଛି ରାଜ୍ୟ ଉପସଭାପତି ପଦବୀ I ତେବେ ସୁଭାସିସ ଙ୍କୁ ବିଜେଡି ଦଳୀୟ ପଦବୀ ମିଳିବା ପରେ ODISHAEXCLUSIVE ର ବଡ ସନ୍ଧାନ ରେ ଲାଗିଛି ବଡ ପ୍ରମାଣ I ନିୟମ ଅନୁଯାୟୀ ଜଣେ ସରକାରୀ ଚାକିରୀ ରେ ନିୟୋଜିତ ଥିଲେ କୌଣସି ଦଳରେ ସାମିଲ ହେଇପାରିବେ ନାହିଁ କିମ୍ବା ତାଙ୍କୁ କୌଣସି ପଦବୀ … Read more ସରକାରୀ ସ୍କୁଲ ରେ ଖେଳ ଶିକ୍ଷକ ଥାଇ ବିଜେଡି ଉପ ସଭାପତି ହେଲେ ସୁଭାସିସ ଖୁଣ୍ଟିଆ

ରୁପା ରେ ଝଲସିବ ଶ୍ରୀମନ୍ଦିର ଦ୍ୱାର ,କାର୍ଯ୍ୟ ରେ ନିୟୋଜିତ ହେବେ ରାଜସ୍ଥାନୀ କାରିଗର

ରୁପାରେ ଝଲସିବ ଆମ କାଳିଆ ଠାକୁରଙ୍କର ଶ୍ରୀମନ୍ଦିରର ଦ୍ୱାର I ପ୍ରଥମ ଦଫାରେ ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାରର ପୁନଃ ନିର୍ମାଣ କରାଯିବ । ବର୍ମା ଟିକ୍‌ କାଠରେ ମୂଳଦ୍ୱାର ଫ୍ରେମ ନିର୍ମାଣ ହେବ । ଏହା ଉପରେ ୧୪ରୁ ୧୮ ଗଜ୍‌ ମୋଟେଇର ରୁପା ଚାଦର ବିଛା ଯିବ। ତିନି ଦୁଆରରେ ପାଖାପାଖି ୧୯୨୦ କିଲୋ ରୁପା ଲାଗିବ ବୋଲି ଆକଳନ କରାଯାଇଛି I ବୁଧବାର ଦିନ ମୁମ୍ବାଇରୁ ଆସିଥିବା ବିଶେଷଜ୍ଞ ଶ୍ରୀମନ୍ଦିର ପରିଦର୍ଶନ … Read more ରୁପା ରେ ଝଲସିବ ଶ୍ରୀମନ୍ଦିର ଦ୍ୱାର ,କାର୍ଯ୍ୟ ରେ ନିୟୋଜିତ ହେବେ ରାଜସ୍ଥାନୀ କାରିଗର

ଓଟିଭି ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଏମଡି ଜଗି ଙ୍କ ନାମରେ ଥାନାରେ ଏତଲା

ଯେମିତି ହେଲେ ଜଗି ଙ୍କୁ ବାନ୍ଧ ,ଏବେ ନ ବାନ୍ଧିଲେ ଆଉ ପାରି ହେବନି I ଏବେ ନାବାଳିକା ଦୁଷ୍କର୍ମ ମାମଲା ରେ ଓଟିଭି ଛନ୍ଦି ହେଇପଡିଥିବା ବେଳେ ଯୁଆଡ଼ୁ ଯାହା ବିବାଦ ଅଛି ,ଇମ୍ଫା ଠୁ ଆରମ୍ଭ କରି ଜଗି ଜମି ଯାଏଁ ସବୁ ଏକାଠି କରି ଏତଲା ଦେଇ ଓଟିଭି ଆଉ ଏମଡି ଜଗି ଙ୍କୁ ବାନ୍ଧ ,ଏମିତି ନିର୍ଦେଶ କୁଆଡୁ ଉପରୁ ଆସିଛି ,ଏକଥା ଆମେ କହୁନୁ ସାଧାରଣ ରେ ଚର୍ଚା ହେଉଛି … Read more ଓଟିଭି ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଏମଡି ଜଗି ଙ୍କ ନାମରେ ଥାନାରେ ଏତଲା

ବାଜି ମାରିନେଲେ ଇପ୍ସିତା ପ୍ରଥମଥର ପାଇଁ ବିଜୁ ଛାତ୍ର ଜନତା ଦଳର ଜଣେ ଛାତ୍ରୀ ହେଲେ ମହାସଚିବ

OE Byuro :ବିଜୁ ଛାତ୍ର ଜନତା ଦଳ ର ନବକଳେବର ହେଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଆଉ ସମସ୍ତଙ୍କୁ ଚମକାଇ ଦେବା ଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ I ଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମଥର ମହାସଚିବ ପଦବୀ ରେ ଇପ୍ସିତା ସାହୁ ଙ୍କୁ ନିଯୁକ୍ତ କରାଯାଇଛି I ସୂଚନା … Read more ବାଜି ମାରିନେଲେ ଇପ୍ସିତା ପ୍ରଥମଥର ପାଇଁ ବିଜୁ ଛାତ୍ର ଜନତା ଦଳର ଜଣେ ଛାତ୍ରୀ ହେଲେ ମହାସଚିବ

କୋଭିଡି ହସ୍ପିଟାଲ୍ ରେ ଦୁର୍ନୀତି ଲୁଚାଇବାକୁ ଜାଚିଲେ ଲାଞ୍ଚ ,ନନେବାରୁ କହିଲେ ଗଧ ସାମ୍ବାଦିକ

କରୋନା ମହାମାରୀ ଠୁ ଅଧିକ ଚର୍ଚା ରେ ରହିଛି କୋଭିଡି ଦୁର୍ନୀତି I ତେବେ ରାଉରକେଲା ର ଏକ ଘଟଣା ଏବେ ଚର୍ଚା କୁ ଆସିଛି I ରାଉରକେଲା ର ଦାଣ୍ଡିଆପାଲି ନିକଟରେ ଥିବା ଜୟପ୍ରକାଶ ହସ୍ପିଟାଲ ନାମରେ କୋଭିଡି ଦୁର୍ନୀତି ଆଣି ଉଭୟ କଂଗ୍ରେସ ଏବଂ ବିଜେପି ତରଫ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ଏହାକୁ ନେଇ ହସ୍ପିଟାଲ ର ଇମେଜ ପ୍ରଭାବିତ ହେଉଥିବା ବେଳେ ଅଚାନକ ଏକ ଅଡିଓ ଦାଣ୍ଡରେ ପଡି ହାଟରେ … Read more କୋଭିଡି ହସ୍ପିଟାଲ୍ ରେ ଦୁର୍ନୀତି ଲୁଚାଇବାକୁ ଜାଚିଲେ ଲାଞ୍ଚ ,ନନେବାରୁ କହିଲେ ଗଧ ସାମ୍ବାଦିକ