ବାରହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର  ଲାଗି ବାରହା ଶିକାରୀ ମୃତ

ଗତ ମଙ୍ଗଳବାରଠାରୁ ନିଖୋଜ ଥିବା   ବାର୍‌ହା ଶିକାରୀ ସୁଧାଂଶୁ ସେଠୀ ଙ୍କର ତନ୍ତିଆପାଳ ସାମୁଦ୍ରିକ ଥାନା ପାଣିଖିଆ ଜଙ୍ଗଲରୁ  ମୃତଦେହ ଉଦ୍ଧାର ହେଇଛି  I ମିଳିଥିବା ସୂଚନା ଅନୁଯାଇ ଗତ ମଙ୍ଗଳ ବାର ଠାରୁ ଶ୍ରୀ ସେଠି ବାରାହା ଶିକାର ପାଇଁ ଯାଇଥିବା ବେଳେ ଘରକୁ ଫେରିନଥିଲେ I ଏନେଇ ପରିବାର ପକ୍ଷରୁ ଥାନାରେ  ଅଭିଯୋଗ  ଦେବାପରେ ଅନୁସନ୍ଧାନ ପରେ ଆଜି ଜଙ୍ଗଲରୁ ମୃତଦେହ ମିଳିଛି I ସନ୍ଦେହ କରାଯାଉଛି ବାରହା ଶିକାର ପାଇଁ   ବିଛା ଯାଇଥିବା ବିଦ୍ୟୁତ ତାର   ଲାଗି  ଶ୍ରୀ ସେଠି ଙ୍କର ମୃତ୍ୟୁ ହେଇଛି I

Leave a Reply

Your email address will not be published. Required fields are marked *