ପଦ୍ମାବତ୍: ଘୁମର୍ ଗୀତ ରେ ଏବେ ଦେଖାଯିବ ନାହିଁ ଦୀପିକା ଙ୍କ ପେଟ ଓ ଅଣ୍ଟା, ଆସିଲା ନୂଆ ଭିଡିଓ
ରିଲିଜ୍ ର ବହୁତ୍ ପୂର୍ବରୁ ବହୁତ୍ ବାଧା ବିଘ୍ନ କୁ ସମ୍ମୁଖୀନ କରି ଆସୁଥିବା ପଦ୍ମ ବତ୍ ସେଂସୋର୍ ବୋର୍ଡ ର ଆଦେଶ କ୍ରମେ ଘୁମାର୍ ଗୀତ ରୁ ଦୀପିକା ପଡୁଗୋନ ଙ୍କ ଅଣ୍ଟା ଓ ପେଟ କୁ ଭି ଏଫ୍ ଏକ୍ସ ଜରିଆରେ ଲୁଚା ଯାଇଛି।
ଏଠାରେ ଦେଖନ୍ତୁ ନୂଆ ଭିଡିଓ
ଘୁମର ଗିତ ରେ ଦୀପିକା ଙ୍କ ପେଟ ଦେଖା ଯିବ ନେଇ ସେଂଶୋର୍ ବୋର୍ଡ ଅପ୍ପତି କରିଥିଲା। କାରଣ ରାଜପୁତ ମାନେ ଏଭଳି ନୃତ୍ୟ କରନ୍ତି ନାହିଁ। ଏବେ ପରିବର୍ତ୍ତନ ପରେ ଗୀତଟି ଟିକେ ଛୋଟ ହୋଇଯାଇଛି।