ଫେଡ଼କୋ ଜେଇ ଙ୍କୁ ଆକ୍ରମଣ  କରି ଅଭିଯୁକ୍ତ ଗିରଫ 

ବାଲୁଙ୍ଗା ବିଦ୍ୟୁତ ଡ଼ିଭିଜନ  Panthanibas ନିକଟରେ  ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ ବେଳେ, ଶିବରାମ ସ୍ବାଇଁ  ଫେଡ଼କୋ ଜେଇ ସୁଯ୍ୟକାନ୍ତ ମହାରଣା ଙ୍କ ସହିତ ଯୁକ୍ତିତର୍କ କରିବା ସହିତ ବକେୟା  ବିଦ୍ୟୁତ ଶୁକ୍ଳ ପଇଠ ନକରି  ଅତି ଅଶ୍ଳୀଳ ଭାଷା ରେ ଗାଳି  ଗୁଲଜ କରିଥିଲେ , ବିଦ୍ୟୁତ  ଶୁକ୍ଳ ନଦେଇ ଏକ ମାରଣାସ୍ତ୍ର ରେ   ଫେଡ଼କୋ ଜେଇ   ଙ୍କୁ  ଜୀବନରୁ ମାରିଦେବାକୁ ଧମକାଇଥିଲେ  ଏବଂ ଗ୍ରାମରେ ଭୟାତୁଳ ପରିବେଶ ସୃଷ୍ଟି କରି ବିଦ୍ୟୁତ ଶୁକ୍ଳ ଆଦାୟ ରେ ବାଧା ଉପୁଯାଇଥିଲେ I

ଏନେଇ ବାଲୁଙ୍ଗା ଫେଡ଼କୋ ଶାଖା ପରିଚାଳକ ଅଭୟାନନ୍ଦ ପଣ୍ଡା  ଥାନା ରେ ଲିଖିତ  ଅଭିଯୋଗ କରିବା ପରେ  ପୋଲିସ୍ ଶିବ ଙ୍କୁ  ଗିରଫ କରି    ହାଜତ କୁ ପଠାଇଦେଈଛି  I

Leave a Reply

Your email address will not be published. Required fields are marked *