ଚାର୍ଜ ବସାଇ ଗେମ ଖେଳୁଥିବା ସମୟରେ ମୋବାଇଲ ସହିତ ଜଳିଗଲା ବାଳକ

ମୋବାଇଲ ନେଲା ୧୨ ବର୍ଷର ନିରୀହ ବାଳକ ର ଜୀବନ  I ବାଳକ ର ନାମ ରବି ଏବଂ ତା ଘର  ଛତିଶଗଡର କୋରିଆ ଜିଲ୍ଲାର ଖୁତରାପାରା ଗ୍ରାମରେ I 

ମିଳିଥିବା ସୂଚନା ଅନୁଯାଇ ରବି ମୋବାଇଲ ଫୋନରେ ଗେମ ଖେଳୁ  ଥିଲା କିନ୍ତୁ ଫୋନ ଟି ଚାର୍ଜ ରେ ବସିଥିଲା ,  ଗେମ ଖେଳୁଥିବା ସମୟରେ ମୋବାଇଲ ଟି ଅତ୍ୟନ୍ତ ପ୍ରଚଣ୍ଡ ଶବ୍ଧ କରି ବ୍ଲାଷ୍ଟ ହେଇଥିଲା ଏବଂ ଜଳିଯାଇଥିଲା I ତେବେ ବିସ୍ଫୋରଣଟି ଏତେ ସାଂଘାତିକ ଥିଲା  ଯେ ରବିର ଅନ୍ତବୁଜୁଳା ବାହାରି ପଡିଥିଲା , ଏବଂ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା I ତେବେ ମୋବାଇଲ ଫାଟିବା ର କାରଣ ଜଣାପଡ଼ିନି ଏପର୍ଯ୍ୟନ୍ତ I

Leave a Reply

Your email address will not be published. Required fields are marked *