ନୂଆ ରୂପରେ ଆସୁଛନ୍ତି ବର୍ଷା

ଓଲିଯୁଡ଼ ଜଗତରେ ସେ  କୁଇନ , ଲକ୍ଷ ଲକ୍ଷ ଫ୍ୟାନ FOLLOWERS ତାଙ୍କର I  ଏ ଯୁଗର କୃଷ୍ଣ ସୁଦାମା  ରୁ ଫିଲ୍ମ ଦୁନିଆରେ ନିଜର ଛାପ ଛାଡିଥିବା , ତଥା ଅନେକ ହିଟ ଫିଲ୍ମ ଦେଇଥିବା ନାୟିକା  ସେ ଆଉ କେହି ନୁହନ୍ତି ଚୁଲବୁଲି  ନାୟିକା ବର୍ଷା ପ୍ରିୟଦର୍ଶିନୀ I

 ସମସ୍ତେ  ଅପେକ୍ଷା କରିଥାନ୍ତି ତାଙ୍କ ନୂଆ ଫିଲ୍ମ କେବେ ରିଲିଜ ହେବ I 

 ଶେଷଥର ପାଇଁ ରୋମିଓ ଜୁଲିଏଟ 2017 ରେ ରିଲିଜ ହେଇଥିଲା , ତେବେ ଦର୍ଶକ ମାନଙ୍କ ପାଇଁ ଖୁଶି ଖବର ଖୁବ ଶୀଘ୍ର ବର୍ଷା ଏକ ନୂଆ ଫିଲ୍ମ ରେ ଆସୁଛନ୍ତି , ଯାହାର ନା ରହିଛି  “”ନିମକୀ :ନିମପୁର ରୁ ନଵୀନନିବାସ “” I 

ଶୁଣାଯାଉଛି ଏକ ଦମଦାର ଚରିତ୍ରରେ ଏଥିରେ ବର୍ଷା ନଜର  ଆସିବେ I 

 ଫିଲ୍ମ ଟିର  ଡିରେକ୍ଟର ସୁଶାନ୍ତମଣି  ଥିବା ବେଳେ ସଂଗୀତ ସଜାଇଛନ୍ତି  ପ୍ରେମ ଆନନ୍ଦ  I

Leave a Reply

Your email address will not be published. Required fields are marked *