ଦିନ ଦିପହରେ ରାସ୍ତା ମଝିରେ ୮ ଜଣ ରାକ୍ଷସ ଗୋଡେଇ ଗୋଡେଇ ନାବାଳିକାର ଡ୍ରେସ ଚିରି ଦୁଷ୍କର୍ମ ଉଦ୍ୟମ

ସବୁଠି ଦୁଷ୍କର୍ମ ଯେତେ ନିୟମ ହେଲେ ବି ରୋକିପାରୁନି କୋମଳମତି ଶିଶୁକନ୍ୟାଙ୍କ ଇଜ୍ଜତ I ତେବେ ବିହାର ରେ ଘଟିଥିବା ଏକ ଘଟଣା ସାରା ଦେଶକୁ ଚହଲାଇ ଦେଇଛି I  ଦିନ ଦିପହର ମଝି ରାସ୍ତାରେ ଜଣେ ନାବାଳିକାଙ୍କୁ ବେଢି ଯାଇଥିଲେ  କିଛି ରାକ୍ଷସ  ରୁପି ଯୁବକ ।  ଭୟରେ ନାବାଳିକା ଜଣକ  ଆକୁଳ ଚିତ୍କାର  କରୁଥାଏ ହେଲେ କାହାକୁ ଶୁଭୁନଥାଏ ତାର ନିବେଦନ I  ପାଲଟା ନାବାଳିକା ଯେତେ ଜୋର କାନ୍ଦୁଥାଏ ସେତିକି ଜୋରରେ ପିପାସୁ ମାନେ ଜୋର କରି ତା ଡ୍ରେସ ଚିରୁଥାନ୍ତି , ଆଉ ଦେଉଥାନ୍ତି ଶାରୀରିକ  ଉତ୍ପୀଡ଼ନ  I  ଭିଡି ଓଟାରି ଡ୍ରେସ କୁ ଚିରିବା ସହିତ ସୁଟିଂ କରୁଥାନ୍ତି ସମ୍ପୂର୍ଣ ଦୃଶ୍ୟ କୁ ଏବଂ ପରେ ତାକୁ ସୋସିଆଲ ମିଡିଆରେ ଭାଇରଲ କରିଥିଲେ I ଏହି ଘଟଣାରେ ପୁଲିସ୍ ନି ୪ ଜଣଙ୍କୁ ଗିରଫ କରିଛି  ଏବଂ ଅନ୍ୟମାନେ ଫେରାର ଅଛନ୍ତି  I   ଘଟଣାଟି ବିହାର ରାଜଧାନୀ ପାଟନା  ଜହାନାବାଦର ଅଂଚଳର I ଗିରଫ  ହେଇଥିବା ଯୁବକ , ଅମର କୁମାର (୧୮), ଦୀପକ କୁମାର (୧୮),  ସୁନୀଲ କୁମାର (୧୮) ଏବଂ ଜଣେ ନାବଳକ ।

Leave a Reply

Your email address will not be published. Required fields are marked *