ନିଜ ବନ୍ଧୁକ ରୁ ନିଜକୁ ଗୁଳି କଲେ ବରିଷ୍ଠ ଆଇପିଏସ ତଥା ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ହିମାଂଶୁ ରୟ

ଏନ୍‌କାଉଣ୍ଟର ରେ ସେ ଥିଲେ ସ୍ପେଶାଲିଷ୍ଟ I ତାଙ୍କ ଲକ୍ଷ କେଭେଁବି ଲକ୍ଷ ଭେଦ ରୁ ବିଚ୍ୟୁତ ହେଉନଥିଲା I

କେଡେ ବଡ ବଡ ଅପରାଧୀ ଙ୍କୁ ସେ କରିଥିଲେ ସାବାଡ଼ I ତାଙ୍କ ନା ଶୁଣିଲେ କୋକୁଆ ସୃଷ୍ଟି ହେଉଥିଲା ଅପରାଧିଙ୍କର I କିନ୍ତୁ ଶେଷରେ ନିଜ ଗୁଳିରେ ନିଜେ ହିଁ ନିଜକୁ ଗୁଳି କରିଦେଲେ I

ସେ ହେଉଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ହିମାଂଶୁ ରାୟ I ଆଜି ନିଜ ବାସଭବନ ରେ ହିମାଶୁଂ ରାୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ଘଟଣା ର କାରଣ ଜଣାପଡିନାହିଁ I ତେବେ ସେ କର୍କଟ ରୋଗରେ ପୀଡ଼ିତ ଥିଲେଏ ଏବଂ ସେଥିପାଇଁ ୨୦୧୬ ରୁ ଛୁଟିରେ ଥିଲେ।

Leave a Reply

Your email address will not be published. Required fields are marked *