ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କଲେ ପତ୍ନୀ ସଂଗୀତା

ଓଡ଼ିଆ ସିନେଜଗତର କମେଡି କିଙ୍ଗ ପପୁ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଅପପ୍ରଚାର ଚଳାଇଛନ୍ତି I ଯାହାକି ଭାଇରଲ ହେବାରେ ଲାଗିଛି

ଏନେଇ ଆଜି ତାଙ୍କ ପତ୍ନୀ ସଂଗୀତା ଶତପଥୀ ସୂଚନା ଦେଇଛନ୍ତି ଯେ ପପୁ ହସ୍ପିଟାଲ ରେ ଚିକିସ୍ତିତ ହେଉଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି I ଖୁବ ଶୀଘ୍ର ଭଲ ହେଇ ଓଡିଶା ଫେରିବେ I ଦୟାକରି ଏପରି ମିଥ୍ୟା ଗୁଜବ ପ୍ରଚାର କରନ୍ତୁ ନାହିଁ I

ସୂଚନା ଥାଉ କି ସୋମବାର ଦିନ ପାନକ୍ରିଆସରେ ଇନଫେକସନ୍ ରେ ଗୁରୁତର ଭାବେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଉର୍ନ୍ନତି ନହେବାରୁ ଏବଂ ଛାତିରେ ଯନ୍ତ୍ରଣା ବୃଦ୍ଧି ହେବାରୁ ମଙ୍ଗଳବାର ଦିନ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ AIMS ନିଆଯାଇଥିଲା Iଏବଂ ଚିକିସ୍ଥା ଜାରିରହିଛି I

Leave a Reply

Your email address will not be published. Required fields are marked *