ଓଡ଼ିଶାର ମେ ଫେୟାର ରେ ଓଡ଼ିଆ ଖାଦ୍ୟ ଚ଼କୁଳି ପିଠା, ନଡି଼ଆକୋରା ତରକାରି, ଖାଇବେ ବିରାଟ ବାହିନୀ

Third test cuttack barabati

କଟକ ବାରବାଟୀ ଷ୍ଟାଡିଅମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳି ଓଡ଼ିଶାରେ ପହଁଚି ସାରିଥିବା ବେଳେ ତାଙ୍କୁ ନିଆରା ଢଙ୍ଗରେ ତୁନେ ମାରି ଏଣ୍ଟ୍ରି ଦିଲ ମେଁ ବାଜି ଘଣ୍ଟି ଗୀତରେ ନୃତ୍ୟ କରାଯାଇ ସ୍ୱାଗତ କରାଯାଇଛି I ଖେଳାଳି ମାନେ ମଧ୍ୟ ଏଭଳି ନିଆରା ସ୍ବାଗତଂ ରେ ଖୁସି ହେଇଥିବାର ଦେଖାଯାଇଛି I ରବିବାର ରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ଆଜିଠୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି I ଆଜିଠୁ 4ଦିନିଆ ରହଣି ଥିବା ବେଳେ ଖେଳାଳି ମାନଙ୍କୁ ମେ ଫେୟାର ତରଫରୁ ଓଡ଼ିଶାର ବିଶେଷ ଖାଦ୍ୟ ଭାବେ ନଡି଼ଆ କୋରା ତରକାରୀ ,ଚ଼କୁଳି ପିଠା ,ଦହି ବାଇଗଣ ସାମିଲ କରାଯିବ I ଖେଳାଳି ମାନଙ୍କୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ପରଷା ଯିବାବେଳେ ବିରାଟ ବାହିନୀ ଙ୍କ ଖାଦ୍ୟରେ ଓଡ଼ିଆ ଖାଦ୍ୟ ସାମିଲ କରାଯିବ I

Leave a Reply

Your email address will not be published. Required fields are marked *