ଆଜି ଆମେ ଜାଣିବା ମହେନ୍ଦ୍ର ସିଂହ ଧୋନି ର ହେଲମେଟ ରେ କାହିଁକି ତ୍ରିରଙ୍ଗା ଲାଗେନାହିଁ।ବାକି ସମସ୍ତ ଖେଳାଳି ମାନଙ୍କ ହେଲମେଟ ରେ ତ୍ରିରଙ୍ଗା ଥାଏ।ସେ କାହିଁକି ତାଙ୍କ ହେଲମେଟ ରେ ତ୍ରିରଙ୍ଗା ଲଗାନ୍ତି ନାହିଁ।
ଏହି ପ୍ରଶ୍ନ ସୋସିଆଲ ମିଡ଼ିଆ ରେ ଖେଳିଯାଇଥିଲା।ଏହା ମଧ୍ୟ ଯୁକ୍ତି ଯୁକ୍ତ ଅନ୍ୟ ଖେଳାଳି ମନେ ଏହା ଲଗାଇଥିବା ସ୍ଥଳେ ଧୋନି କାହିଁକି ନୁହେଁ।
ଏହା ପଛରେ ଏକ ଖାସ୍ କାରଣ ଅଛି।ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ବି କରିଦେଇ ପାରେ।
ସୂଚନା ମୁତାବକ ଯେବେ ଠାରୁ କ୍ରିକେଟ୍ ରେ ରଙ୍ଗୀନ୍ କପଡା ଓ ହେଲମେଟ ଇତ୍ୟାଦି ବ୍ୟବହାର କରାଗଲା ସେବେଠୁ ସବୁ ଖେଳାଳି ମନେ ନିଜ ହେଲମେଟ ରେ ନିଜ ନିଜ ଦେଶର ତ୍ରିରଙ୍ଗା ଲଗାଉଛନ୍ତି।
କିନ୍ତୁ ଧୋନି ଲଗାନ୍ତି ନାହିଁ ଏହାର କାରଣ ହେଲା ସେ ଜଣେ ବ୍ୟାଟ ସ ମ୍ୟାନ ଆଉ ଉରିକେଟ୍ କିପ୍ପର୍ ମଧ୍ୟ।
ଆଉ ଏହି କାରଣରୁ ହିଁ ସେ ନିଜ ହେଲମେଟ ରେ ଜାତୀୟ ପତାକା ଲଗାନ୍ତି ନାହିଁ।ଆପଣ ଦେଖିଥିବେ ଖେଳୁଥିବା ସମୟରେ ଉଏଇକେଟ୍ କିପ୍ପର ସବୁବେଳେ ହେଲମେଟ ବ୍ୟବହାର କରନ୍ତି।ଖାଲି ଏତିକି ନୁହେଁ ଅନେକ ଥର ଉଏଇକେ ଟ କୀପ୍ପର୍ ଙ୍କ ହେଲମେଟ ତଳେ ମଧ୍ୟ ରଖାଯାଇଥାଏ।
ଏପରିକି ଏହି ହେଲମେଟ କୁ ଏଣେ ତେଣେ ଫିଙ୍ଗି ମଧ୍ୟ ଦିଆଯାଏ।
ଏକ ସାକ୍ଷତକାରରେ ଧୋନି ମିଡ଼ିଆ କୁ ଆସି କହିଥିଲେ ସେ କେବେ ଚାହାଁନ୍ତି ନାହିଁ ଦେଶର ତ୍ରିରଙ୍ଗା ଏହି ଭଳି ତଳେ ପଡି ରହୁ କିମ୍ବା କେହି ତାକୁ ଏଣେ ତେଣେ ଫିଙ୍ଗି ନ ଦିଅନ୍ତୁ।ଆପଣ ଜାଣିଥିବେ ଧୋନି ଜଣେ ସଚା ଦେଶ ଭକ୍ତ ଅଟନ୍ତି।ଯାହାର ଉଦାହରଣ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି।