ଗଣେଶ ପୂଜା ରେ ଏମିତି କରିବା ଦ୍ୱାରା ସବୁ ବାଧାବିଘ୍ନ ଦୂର ହେଇଥାଏ ,ଗଣେଶ ଙ୍କ ପ୍ରସନ୍ନତା ମିଳିଥାଏ

ହିନ୍ଦୁଶାସ୍ତ୍ର ରେ ଗଣେଶ ଙ୍କୁ ସବୁ ଦେବାଦେବୀ ଙ୍କ ମଧ୍ୟରେ ଅଗ୍ରପୂଜ୍ୟ କୁହାଯାଏ I ଗଣେଶ ଙ୍କ ପୂଜା ପରେ ସମସ୍ତ ଦେବାଦେବୀ ଙ୍କ ପାର୍ବଣ ଆରମ୍ଭ ହେଇଯାଇଥIଏ I ଗଣେଶ ଙ୍କୁ ମଧ୍ୟ ବିଘ୍ନ ନାଶକ କୁହାଯାଇଥାଏ I ବିଶ୍ୱାସ ରହିଛି କି ଯେ କୌଣସି ବିଘ୍ନ ଆସିଲେ ପ୍ରଭୁ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ନାଶ ହେଇଥାଏ I ତେବେ ଏହି ଗଣେଶ ପୂଜା ଏଥର ସେପ୍ଟେମ୍ବର 13 ତାରିଖରେ ପଡୁଛି I ଆଜି ଚାଲନ୍ତୁ ଜାଣିବା ଗଣେଶ ପୂଜାରେ କଣ କରିବା ଦ୍ୱାରା ଗଣେଶ ସନ୍ତୁଷ୍ଟ ହେଇଥାନ୍ତି I 1)ସକାଳୁ ଉଠି ସ୍ନାନ ସାରି ଗଣେଶ ଙ୍କ ମନ୍ଦିର ରେ ବିଘ୍ନନାଶକ ଙ୍କୁ ଦର୍ଶନ କରନ୍ତୁ ଯଦି ମନ୍ଦିର ଯାଇପାରୁନାହାନ୍ତି ତେବେ ଘରେ ଠାକୁର ଘରେ ଗଣେଶ ଙ୍କୁ ଦର୍ଶନ କରି ଗୁଡ ଏବଂ ଦୁବ ଅର୍ପଣ କରନ୍ତୁ I

2) ଏହିଦିନ ଘରକୁ ଗଣେଶ ଙ୍କର ମୂର୍ତି କିମ୍ବା ଫଟ ନେଇଆସନ୍ତୁ ଯାହାଙ୍କର ଶୁଣ୍ଢ ଡାହାଣ ପଟକୁ ଥିବ

I 3) ଗଣେଶ ଙ୍କ ଅତି ପ୍ରିୟ ଖସା ଲଡୁ ଏବଂ ମୁଗର ଲଡୁ ଯଦି ଆପଣ ଅର୍ପଣ କରିବେ ତେବେ ଭଗବାନ ଗଣେଶ ପ୍ରସନ୍ନ ହେଇଥାନ୍ତି I4) ଗରିବ ଲୋକଙ୍କୁ ଗୁଡ ବାଣ୍ଟିବା ଦ୍ୱାରା ସବୁ ବିଘ୍ନ ନାଶ ହେଇଥାଏ 5)ଏହିଦିନ ଶନିଦେବ ଙ୍କ ଅତି ପ୍ରିୟ ସମିଗଛର ପତ୍ର ଗଣେଶ ଙ୍କୁ ଭୋଗ ଭାବରେ ଚଢ଼ାଇବା ଦ୍ୱାରା ଗଣେଶ ଅତ୍ୟନ୍ତ ପ୍ରସନ ହେଇଥାନ୍ତି I

ଏହାସହିତ ଗଣେଶ ଙ୍କ ଅତି ପ୍ରିୟ ଓଁ ଗଣେଶାୟଃ ନମଃ ମନ୍ତ୍ରକୁ ଅତି କମରେ 108 ଥର ଜପ କରନ୍ତୁ I କିମ୍ବା ଗଣେଶ ଙ୍କ ସ୍ତୋତ୍ରଂ ଗାନ କରନ୍ତୁ ମନ ପ୍ରଫୁଲ୍ଲ ସହିତ ସମସ୍ତ ବିଘ୍ନନାଶ ହେବ I (( ଶୁକ୍ଲାଂ ବରଧରଂ ଵିଷ୍ଣୁଂ ଶଶିଵର୍ଣମ ଚତୁର୍ଭୁଜମ | ପ୍ରସନ୍ନଵଦନଂ ଧ୍ୟାୟେତ ସର୍ଵ ଵିଘ୍ନୋପଶାଂତୟେ || ଅଗଜାନନ ପଦ୍ମାର୍କଂ ଗଜାନନ ମହର୍ନିଶମ | ଅନେକଦଂତଂ ଭକ୍ତାନା-ମେକଦଂତ-ମୁପାସ୍ମହେ || CopyRight @ଓଡିଶାExclusive

Leave a Reply

Your email address will not be published. Required fields are marked *