ସାନିଆ ଙ୍କ ନୂଆ ଫଟ କୁ ନେଇ ଚର୍ଚ୍ଚା ,ସମାଲୋଚକ ମାନଙ୍କୁ ଏପରି କହିଲେ ସାନିଆ

ଟେନିସ ଖେଳାଳୀ ସୁନ୍ଦରୀ ସାନିଆ ମିର୍ଜା ସୋଏବ ଙ୍କୁ ବିବାହ କରିଥିଲେ I ତେବେ ସେ ଏବେ ଗର୍ଭବତୀ ଅଛନ୍ତି I ଏବଂ ଆଗ ଅପେକ୍ଷା ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି I ନିକଟ ରେ ତାଙ୍କର ଏକ ଫଟ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା ଯେଉଁଥିରେ କି ସେ ଏକ ହଳଦିଆ କଲର ର ଗାଉନ ପିନ୍ଧିଛନ୍ତି I ତେବେ ତାଙ୍କର ଏହି ଫଟ କୁ ତାଙ୍କ ସମର୍ଥକ ମାନେ ପସନ୍ଦ କରିଥିବା ବେଳେ ଅନେକ ଲୋକ ମଧ୍ୟ ସମାଲୋଚନା କରିଛନ୍ତି ସୋସିଆଲ ମିଡିଆରେ I କିଛି ଲୋକ ଲେଖିଛନ୍ତି କି ସାନିଆ ପୁରା ମୋଟୀ ହେଇଗଲାଣି ,

ତ ଆଉ କିଛି ଲେଖିଲେ କି ସାନିଆ ଯେଉଁ ଭଳି ଭାବରେ ପୋଷାକ ପିନ୍ଧିଛନ୍ତି ତାହା ଅତ୍ୟନ୍ତ ଖରାପ I ତେବେ ଏପରି ଟ୍ରଲ ପରେ ସମାଲୋଚକ ମାନଙ୍କୁ ଅତି କଡା ଭାଷାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ସାନିଆ I

Leave a Reply

Your email address will not be published. Required fields are marked *