ଲାଲୁ ଙ୍କ ପୁଅ ତେଜ୍ ପ୍ରତାପ ଙ୍କୁ ଭଲ ଲାଗିଲେନି ପତ୍ନୀ ଐଶ୍ୱର୍ଯ୍ୟା ,ଦେବେ ଛାଡପତ୍ର , ୬ ମାସ ପୂର୍ବରୁ ଡିଭର୍ସ

ବହୁ ଚର୍ଚ୍ଚା ରେ ଥିବା ବିହାର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଙ୍କ ପୁଅ ତେଜ୍ ପ୍ରତାପଙ୍କ ବିବାହ ର ଏବେ ଅନ୍ତ ଘଟିବାକୁ ଯାଉଛି I 6ମାସ ତଳେ ବିବାହ କରିଥିବା ତେଜ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଉପରେ ଖୁଶି ନାହାନ୍ତି ଯେଉଁଥିପାଇଁ ବାଧ୍ୟ ହେଇ ଛାଡପତ୍ର ଦେବାକୁ ପାଟଣା ସିଭିଲ୍ କୋର୍ଟରେ ଆବେଦନ କରିଛନ୍ତି I ତେବେ ଦୁଇଜଣଙ୍କ ମତାନ୍ତର ର କୌଣସି ନିର୍ଦ୍ଧିଷ୍ଟ କାରଣ ମିଳିପାରିନଥିଲେ ମଧ୍ୟ ତେଜ୍ ପ୍ରତାପ ବିବାହ ପରେ ଐଶ୍ବର୍ଯା ଙ୍କ ସହିତ ଖାପ ଖୁଆଇ ପାରିନଥିଲେ

ଦୁହିଁଙ୍କ ଭିତରେ କ୍ରମଶଃ ଦୂରତା ବଢ଼ିବାରେ ଲାଗିଥିଲା ଶେଷରେ ଏହି ସମ୍ପର୍କ କୁ ଶେଷ କରିବାକୁ ତେଜ ନିଷ୍ପତି ନେଇ ନିଜ ସ୍ତ୍ରୀ ଠାରୁ ଦୂରେଇବାକୁ ଛାଡପତ୍ର ଦେବା ପାଇଁ ସ୍ଥିର କରିଛନ୍ତି I

Leave a Reply

Your email address will not be published. Required fields are marked *