ସୃଷ୍ଟିର ସୃଷ୍ଟିକର୍ତ୍ତା ବ୍ରହ୍ମା କାହିଁକି କୌଣସି ମନ୍ଦିର ରେ ପୂଜା ପାଆନ୍ତି ନାହିଁ ??

ବେଳେବେଳେ ମନରେ ପ୍ରଶ୍ନ ଆସେକି ଯିଏ ସୃଷ୍ଟିର ନିର୍ମାଣ କରିଥିଲେ ସେହି ବ୍ରହ୍ମା ଦେବ ଙ୍କୁ କାହିଁକି କୌଣସି ମନ୍ଦିର ରେ ପୂଜା କରାଯାଏ ନାହିଁ ??ସୂଚନା ଥାଉ କି ସାରା ବ୍ରହ୍ମାଣ୍ଡ ରେ ମାତ୍ର ଗୋଟିଏ ବ୍ରହ୍ମIଦେବ ଙ୍କ ମନ୍ଦିର ଅଛି ଯାହା କି ରାଜସ୍ତାନ ର ପୁସ୍କରା ରେ ଅବସ୍ତିତ I ତେବେ ସରସ୍ବତୀ ଏବଂ ମତଶ୍ଚ୍ୟ ପୁରାଣ ଅନୁଯାଇ ବ୍ରହ୍ମା ଯେତେବେଳେ ସୃଷ୍ଟି ତିଆରି କରିଥିଲେ ସେତେବେଳେ ପ୍ରଥମେ ସରସ୍ବତୀ ଙ୍କୁ ଉତ୍ପର୍ନ୍ନ କରିଥିଲେ କିନ୍ତୁ ହିସାବରେ ଝିଅ ହେଲେ ମଧ୍ୟ ବ୍ରହ୍ମା ଙ୍କ ଖରାପ ନଜର ମା ସରସ୍ବତୀ ଙ୍କ ଉପରେ ରହିଥିଲା

ଏବଂ ବ୍ରହ୍ମା ,ସରସ୍ବତୀ ଙ୍କ ମିଳନରୁ ସଂସାର ର ପ୍ରଥମ ମାନବ ମନୁ ର ଜନ୍ମ ହେଇଥିଲା ବୋଲି ବିଶ୍ୱାସ କରାଯାଏ I ଯେହେତୁ ବ୍ରହ୍ମା ସ୍ୱୟଂ ଦେବତା ହେଇ ମଧ୍ୟ ନିଜର କାମନା କୁ ନିୟନ୍ତ୍ରଣ କରିପାରିନଥିଲେ ସେଥିପାଇଁ ତାଙ୍କୁ କଳିଯୁଗ ରେ ପୂଜା କରାଯାଏ ନାହିଁ I ସେହିପରି ଅନ୍ୟ ଏକ କଥା କୁହାଯାଏ କି ଥରେ ବିଷ୍ଣୁ ଏବଂ ବ୍ରହ୍ମା ଶିବ ଲିଙ୍ଗର ଆରମ୍ଭ ଏବଂ ଶେଷ ଖୋଜିବାକୁ ବାହାରିଲେ କିନ୍ତୁ ଦୁହେଁ ନୟାନ୍ତ ହେଇଗଲେ ପଛେ ଜାଣି ପାରିଲେ ତେଣୁ ବିଷ୍ଣୁ ବାଧ୍ୟ ହେଇ କହିଲେ ଯେ ମୁଁ ଜାଣିପାରିଲି ନାହିଁ କେଉଁଠୁ ଆରମ୍

ଭ I ବ୍ରହ୍ମା କିନ୍ତୁ ମିଛ କହିଲେ ଯେ ସେ ଶିବ ଲିଙ୍ଗ ର ଆରମ୍ଭ ଦେଖିଛନ୍ତି ଏଥିରେ ଶିବ କ୍ରୋଧିତ ହେଇ ବ୍ରହ୍ମା ଙ୍କୁ ଅଭିଶାପ ଦେଇଥିଲେ ଯେ କଳିଯୁଗ ରେ ସେ କେବେଭି ପୂଜା ପାଇବେ ନାହିଁ I

Leave a Reply

Your email address will not be published. Required fields are marked *