ବିଜେପି ଛାଡିଲେ ବିଜେପି ସଭାପତି ବସନ୍ତ ପଣ୍ଡା ଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ,କହିଲେ ବସନ୍ତ ନାଲି ଆଖି ଦେଖାନ୍ତି

ଦାଦା ଅଛନ୍ତି ରାଜ୍ୟ ବିଜେପି ର ସଭାପତି ,କିନ୍ତୁ ପୁତୁରା ପସନ୍ଦ କଲେନି ଦାଦାଙ୍କ ନେତୃତ୍ୱ Iଏବେ ବିଜେପି ହାୱା ବହୁଥିବା ବେଳେ ବିଜେଡି ରୁ ଅଧିକାଂଶ ନେତା ବିଜେପି ରେ ସାମିଲ ହେଉଛନ୍ତି ତେବେ ବସନ୍ତପଣ୍ଡା ଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ବିଜେପି ଛାଡି ବିଜେଡି ରେ ଯୋଗ ଦେଇଛନ୍ତି I ଏବଂ କହିଛନ୍ତି କି ବସନ୍ତ ସବୁ ନେତା ମାନଙ୍କୁ ନାଲି ଆଖି ଦେଖାଉଛନ୍ତି I ଡରେଇ ଭୟଭୀତ କରୁଛନ୍ତି I ସେଥିପାଇଁ ସେ ତାଙ୍କ ପାଖରୁ ଦୂରେ ନବୀନ ଙ୍କ ସହିତ ମିଶିଛନ୍ତି I ଆଗାମୀ ନିର୍ବାଚନ ରେ ବିଜେଡି ପ୍ରାଥୀ ଙ୍କୁ ସମର୍ଥନ କରିବେ I

Leave a Reply

Your email address will not be published. Required fields are marked *