ଘୋର କଳିଯୁଗ :କୁକୁର କୁ ଧର୍ଷଣ କରି ଯୁବକ ଫେରାର ,ଥାନାରେ ଏତଲା

ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ କିପରି ଏହାକୁ ରୋକାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ I ତେବେ ଚେନ୍ନାଇ ରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଶୁଣିଲା ପରେ ସମସ୍ତେ ଲଜ୍ୟାରେ ମୁଣ୍ଡ ତଳକୁ କରିଦେବେ I ଏକ କୁକୁର କୁ ଜଣେ ଯୁବକ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି I ସୂଚନା ଅନୁଯାଇ ଇଲା ଓ୍ବାରସୀ ନାମ୍ନୀ ଜଣେ ମହିଳା ଙ୍କ ଘର ପାଖରେ ଏକ ଦେଶୀ କୁକୁର ଛୁଆ ଜନ୍ମ ଦେଇଥିଲା I ମହିଳା ଜଣଙ୍କ ସେମାନଙ୍କର ଦେଖାଶୁଣା କରୁଥିଲେ I ତେବେ ଘଟଣା ଦିନ ମହିଳା ଜଣଙ୍କ ବାହାରକୁ ଯାଉଥିବା ସମୟରେ ଦେଖିବାକୁ ପାଇଲେ କି କେହି ଜଣେ ଯୁବକ ସେହି କୁକୁର ଛୁଆ କୁ ଧରିଛି I କ

ିନ୍ତୁ କିଛିସମୟ ପରେ ମହିଳା ଜଣଙ୍କ ଦେଖିବାକୁ ପାଇଲେ କି ସେହି କୁକୁର କୁ ଯୁବକ ଜଣଙ୍କ ଦୁଷ୍କର୍ମ କରିବାରେ ଲାଗିଛି I ମହିଳା ଜଣଙ୍କ ସେ ଯୁବକ କୁ ଧରିବାକୁ ଯିବା ସମୟରେ ଯୁବକ ଜଣଙ୍କ ଦୌଡ଼ି ପଳାଇଥିଲେ I କିନ୍ତୁ ସିସି ଟିଭି ରେ ସମ୍ପୂର୍ଣ୍ଣ ଘଟଣା କଏଦ ହେଇଯାଇଥିଲା I ଏନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି I ପୋଲିସ ତରଫରୁ ତଦନ୍ତ ଜାରି ରହିଛି ,ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *