ନବୀନ ନିବାସ ରେ ଭଉଣୀ ଗୀତା ,କାହାକୁ ଦେବେ ଟିକେଟ ନିଷ୍ପତି ନେଇପାରୁନାହାନ୍ତି କି ମୂଖ୍ୟମନ୍ତ୍ରି ??

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ,ପ୍ରାଥୀ ଘୋଷଣା ନେଇ ଦଳ ମାନେ ସେତିକି ତତ୍ପର ହେଇଉଠୁଛନ୍ତି Iବିଶେଷ କରି ବିଜେଡି ରେ ନେତା ମାନେ ଏବେ ଦଳ ଛାଡୁଥିବା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି I କାହାକୁ କେଉଁ ଅଞ୍ଚଳରୁ ଟିକେଟ ଦିଆଯିବ ସେ ନେଇ ଦଳ ଜୋରଦାର କସରତ କରୁଥିବା ସମୟରେ ହଠାତ ନବୀନ ନିବାସ ରେ ପହଞ୍ଚିଛନ୍ତି ଭଉଣୀ ଗୀତା ମେହେଟ୍ଟା I ଚର୍ଚ୍ଚା ଚାଲିଛି ନବୀନ ଙ୍କୁ ଟିକେଟ ବଣ୍ଟନ ରେ ଗୀତା ସାହାଯ୍ୟ କରିପାରନ୍ତି I ସୂଚନା ଥାଉ କି ଗୀତା ଜଣେ ସୁଲେଖିକା ଏବଂ ତାଙ୍କ ଲେଖା ପାଇଁ ପଦ୍ମଶ୍ରୀ ଆୱାର୍ଡ ପାଇଁ ତାଙ୍କ ନାମ ମନୋନୀତ କରାଯାଇଥିଲେ ମଧ୍ୟ ସେ ଏହାକୁ ସନମାନ ର ସହିତ ପ୍ରତ୍ୟାଖାନ କରି ଗ୍ରହଣ କରିନଥିଲେ

I ଏବେ ବିଜେଡି ର ଟିକେଟ ବଣ୍ଟା ସଙ୍କଟ ସମୟରେ ହଠାତ ଭଉଣୀ ପହଁଚିବା ଘଟଣାକୁ ସବୁଆଡେ ଚର୍ଚ୍ଚା କରୁଛି I

Leave a Reply

Your email address will not be published. Required fields are marked *