ବିଜେପି ରେ ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ

କଂଗ୍ରେସ ଛାଡିବା ପରେ ବିଜେପି ରେ ସାମିଲ ହେବେ ବୋଲି ଚାଲିଥିବା ଚର୍ଚ୍ଚା ରେ ପୂର୍ଣ୍ଣଛେଦ ପକାଇ ଶେଷରେ ଦିଲ୍ଲୀ ଯାଇ ପଦ୍ମ ଧରିଛନ୍ତି ସାଲେପୁର ବିଧାୟକ ପ୍ରକାଶ I ଗତକାଲି ଦଳୀୟ ଅବହେଳା ଦର୍ଶାଇ କଂଗ୍ରେସ ରୁ ଇସ୍ତଫା ଦେଇଥିଲେ Iଏବଂ ସନ୍ଧ୍ୟାରେ ବିମାନ ରେ ଦିଲ୍ଲୀ ଯାତ୍ରା କରିଥିଲେ I ବିଜେପି ରେ ମିଶିବା ଏକପ୍ରକାର ନିର୍ଚ୍ଚିତ ହେଇସାରିଥିବା ବେଳେ ଆଜି ଦିଲ୍ଲୀ କାର୍ଯ୍ୟାଳୟରେ ଓଡିଶା ପ୍ରଭାରୀ ଅରୁଣ ସିଂ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ,ବସନ୍ତ ପଣ୍ଡା ଙ୍କ ଉପସ୍ତିତି ରେ ବିଦ୍ଧିବଦ୍ଧ ଯୋଗ ଦେଇଛନ୍ତି I ଆହୁରି ମଧ୍ୟ ଅସନ୍ତୋଷ ନେତା ବିଜେପି ରେ ମିଶିବେ ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *