ବିଜେପୁର ରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ,ନିଜେ କଲେ ଘୋଷଣା

ବିଜେପୁର ନିର୍ବାଚନ ରେ ସବୁ ଦଳ ଜୋରଦାର ପ୍ରୟାସ କରିଥିଲେ ନିଜ ପ୍ରାଥୀ ଙ୍କୁ ବିଜୟ ଦେବା ପାଇଁ ତେବେ ,ଶେଷରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ନିର୍ବାଚନ ଜିତିଲେ ବିଜେପୁର ର ଦାୟିତ୍ୱ ସେ ନିଜେ ନେବେ I ବିଜେପୁର ରେ ସୁବଳ ସାହୁ ଙ୍କ ପତ୍ନୀ ବହୁପରିମାଣରେ ବିପୁଳ ବିଜୟ ହାସଲ କରିଥିଲେ I ତେଣୁ ନିଜେ ନବୀନ ସେହି ନିର୍ବାଚନ ମଣ୍ଡଳୀ ରୁ ଲଢ଼ିବାକୁ ଘୋଷଣା କରିଛନ୍ତି I କିଛିଦିନ ଧରି ଚର୍ଚ୍ଚା ଚାଲିଥିଲା ଯେ ନବୀନ ପଶ୍ଚିମ ଓଡିଶାରୁ ଲଢ଼ିବେ I ଏକଥା ପୂର୍ଣ୍ଣଛେଦ ପକାଇ ନିଜେ ବିଜେପୁର ଲଢ଼ିବା ପାଇଁ ଆଜି ଘୋଷଣା କରିଛନ୍ତି I ଏହା ସହିତ ହିଞ୍ଜିଳି ରୁ ମଧ୍ୟ ଲଢ଼ିବେ ବୋଲି ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *