କର୍ଣ୍ଣ ଏବଂ ଦ୍ରୋପଦି ଙ୍କ ପ୍ରେମ କାହାଣୀ ଏହିପରି ଭାବେ ଅଧା ରହିଯାଇଥିଲା

ମହାଭାରତ କାଳରେ କର୍ଣ୍ଣ ସମାନ କୌଣସି ଦୁତୀୟ ବୀର ନଥିଲେ I ଏହି କାରଣରୁ କର୍ଣ୍ଣର ବୀରତା ପୁରା ଭାରତବର୍ଷରେ ଚର୍ଚ୍ଚା ହେଉଛି I ଏହି କାରଣରୁ ଦ୍ରୋପତି କର୍ଣ୍ଣକୁ ପ୍ରେମ କରିବାକୁ ଲାଗିଥିଲେ ତଥା କର୍ଣ୍ଣ ଭି ଦ୍ରୋପଦି ଙ୍କୁ ପ୍ରେମ କରିବସିଥିଲେ ଓ ସିଏ ଦ୍ରୋପଦି କୁ ପତ୍ନୀ କରିବାକୁ ନିଶ୍ଚିତ ମଧ୍ୟ କରିନେଇଥିଲେ I ଆପଣ ଜାଣିଥିବେ କର୍ଣ୍ଣ ମହାରାଣୀ କୁନ୍ତିଙ୍କ ପୁତ୍ର ଥିଲେ ଯାହା ବିବାହ ପୂର୍ବରୁ ସୂର୍ଯ୍ୟଙ୍କ ଦ୍ୱାରା ପ୍ରାପ୍ତ ହୋଇଥିଲା I

କର୍ଣ୍ଣର ଜନ୍ମ ସମୟରେ କୁନ୍ତୀଙ୍କର ର ବିବାହ ହୋଇନଥିଲା ଲୋକଲଜ୍ୟାର ଭୟରେ କୁନ୍ତୀ ତାଙ୍କୁ ଗଙ୍ଗା ନଦୀରେ ଭସାଇଦେଇଥିଲେ I କୁନ୍ତୀ ରାଜ୍ୟଠାରୁ ବହୁତ ଦୂରରେ ଆଦିରତ୍ନ ନାମକ ଏକ ସାରଥୀ ନଦୀକୂଳକୁ ଘୋଡ଼ାକୁ ପାଣି ପିଆଇବାକୁ ଆସିଥିଲା ଗଙ୍ଗା ନଦୀରେ ଭାସୁଥିବା ଜୀବିତ ବାଳକ ତାକୁ ପ୍ରାପ୍ତ ହେଲା Iକର୍ଣ୍ଣ ବଡ ହୋଇ ବହୁତ ବଡ ଧନୁର୍ଦ୍ଧର ବନିଲେ ସେ ଏହାକୁ ପ୍ରଦର୍ଶନ କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ I ଯେଉଁଠି ନିଜ ବିଦ୍ୟା ବଳରେ ଅନ୍ୟ ଧନୁର୍ଦ୍ଧରକୁ ହରାଇ ଉପହାର ଆଣନ୍ତି I

ଏମିତି ଏକ ଦିନ ସେ ଦ୍ରୋପଦି ରାଜ୍ୟକୁ ଯାଇ ସେ ତାଙ୍କର କୌଶଳ ଦେଖାଇଲେ I ଏହି କୌଶଳ ଦେଖି ଦ୍ରୋପଦି ତାଙ୍କୁ ପ୍ରେମ କରିବସିଲେ I ଯେତେବେଳେ କର୍ଣ୍ଣ ଦ୍ରୋପଦି ଙ୍କ ଆଖିରେ ପ୍ରେମର ଝଲକ ଦେଖିଲେ ସେବି ତାଙ୍କୁ ପ୍ରେମକରି ବସିଲେ I ସେଇ ସମୟରେ ବିବାହ ସ୍ୱୟଂବର ଦ୍ୱାରା ନିଶ୍ଚିତ ହେଉଥିଲା ଯିଏ ସ୍ୱୟଂବର ସର୍ତ୍ତକୁ ତା ବିରତା ବା କୌଶଳରେ ପୁରା କରୁଥିଲା ସେ ରାଣୀଙ୍କୁ ବିବାହ କରୁଥିଲେ I କର୍ଣ୍ଣର ନିଜ ଉପରେ ବିଶ୍ୱାସ ଥିଲାକି ସେ ଏହି ସର୍ତ୍ତକୁ ଜିତିବେ ଓ ଦ୍ରୋପଦି କୁ ପତ୍ନୀ କରିବେ ସେପଟେ ଦ୍ରୋପଦି ଙ୍କ ବିଶ୍ୱାସ ଥୀଲାକି କର୍ଣ୍ଣ ସମାନ ବିଶ୍ୱରେ କେହି ବୀର ନାହାନ୍ତି I ସେ ଅପେକ୍ଷା କଲେ ସେହି ଦିନକୁ ଯେଉଁଦିନ ରାଜା ଦ୍ରୁପଦ ତାଙ୍କ ଝିଅ ଦ୍ରୋପଦି ଙ୍କ ସ୍ୱୟଂବର ଘୋଷଣା କରିବେ I ଅପେକ୍ଷାର ଅନ୍ତ ସମାପ୍ତ ହେଲା ସ୍ଵୟମ୍ବର ଘୋଷଣା କରାହେଲା ସର୍ତ୍ତ ଏହା ରଖାଗଲାକି ଯିଏ ତଳେ ଥିବା ଖୋଲା ତେଲକୁ ଅନାଇ ଉପରେ ଘୁରୁଥିବା ମାଛର ଆଖିକୁ ତୀରରେ ଭେଦ କରିବ ତାକୁ ଦ୍ରୋପତି ବିବାହ କରିବେ II

ସ୍ଵୟମ୍ବରର ସର୍ତ୍ତ କର୍ଣ୍ଣ ପାଇଁ ମାମୁଲି ଥିଲା I ଯେତେବେଳ କର୍ଣ୍ଣ ସେଇ ଭାଗରେ ସାମିଲ ହେବା କୁ ଗଲେ ତାକୁ ସାମିଲ କରିବାକୁ ଦେଲେନି କାରଣ ତାଙ୍କର ପାଳନପୋଷଣ ସାରଥୀ ଆଦିରତ୍ନ କରିଥିଲେ ଏହି କାରଣରୁ ତାଙ୍କୁ ସୁତପୁତ୍ର ବୋଲି ମାନିଥିଲେ I ସେହି ସମୟରେ କୌଣସି ସୁତାପୁତ୍ର ସ୍ୱୟଂବରରେ ଭାଗ ନେବାର ନିୟମ ନଥିଲା I ଏହି ସମୟରେ କର୍ଣ୍ଣ ଏବଂ ଦ୍ରୋପଦି ଙ୍କ ପ୍ରେମକାହାଣୀ ଅନ୍ତ ହୋଇଯାଇଥିଲା I

Leave a Reply

Your email address will not be published. Required fields are marked *