ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ର ପ୍ରାଥୀ ଘୋଷଣା ,ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ

ଗତକାଲି ବିଜେଡି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାଥୀ ଘୋଷଣା କରିବା ପରେ ଏବେ କଂଗ୍ରେସ ମଧ୍ୟ ଓଡ଼ିଶାର ୬ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ ପ୍ରାଥୀ ଘୋଷଣା କରିଛି I ବ୍ରହ୍ମପୁର ଲୋକସଭା ପାଇଁ ଭି. ଚନ୍ଦ୍ରଶେଖର ନାଇଡୁ ,ବରଗଡ଼ ଲୋକସଭା ପାଇଁ ପ୍ରଦୀପ ଦେବତା,କନ୍ଧମାଳ ପାଇଁ ମନୋଜ କୁମାର ଆଚାର୍ଯ୍ୟ, ସୁନ୍ଦରଗଡ଼ ପାଇଁ ଜର୍ଜ ତୀର୍କି, ନବରଙ୍ଗପୁର ପାଇଁ ମାଝୀ ଏବଂ କଳାହାଣ୍ଡି ପାଇଁ ଭକ୍ତ ଚରଣ ଦାସ ଙ୍କ ନାମ ଦଳ ଘୋଷଣା କରିଛି I ସେହିପରି ୩୬ଟି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାଥୀ ଘୋଷଣା କରାଯାଇଛି I

Leave a Reply

Your email address will not be published. Required fields are marked *