ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ବିଜେପି ବିଜେଡି ପ୍ରାର୍ଥୀ କୋଳାକୋଳି

ବିଜେଡି ନେତାଙ୍କୁ ଆଲିଙ୍ଗନ କଲେ ବିଜେପି ନେତା
ବିଜେପି ଏବଂ ବିଜେଡି ମଧ୍ୟରେ ତ କିପରି ସମ୍ପର୍କ ଆପଣ ଭଲଭାବରେ ଜାଣିଛନ୍ତି I ଦୁହିଁଙ୍କ ମଧ୍ୟରେ ପ୍ରାୟତ ଅହି ନକୁଳ ସମ୍ପର୍କ I ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୀତି ପାଣିପାଗ ଆହୁରି ଉସ୍ମ ଧରିଛି I ଦୁହେଁ ଦୁହିଁଙ୍କ ବିପକ୍ଷରେ ବିଷୋଦ ଗାର କରିବାରେ ଲାଗିଛନ୍ତି I ତେବେ ଆଜି ବରଗଡ଼ ରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ

Iବରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ବିଜେପି ପ୍ରାଥୀ ସୁରେଶ ପୂଜାରୀ ଙ୍କର ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ବିଧାୟକ ପ୍ରାଥୀ ଦେବେଶ ଆଚାର୍ଯ୍ୟଙ୍କ ସହିତ ସାକ୍ଷାତ ହେଇଯାଇଥିଲା I

ଉଭୟ ଙ୍କ ଭେଟଘାଟ ହେଉ ହେଉ ବିଜେପି ନେତା ସୁରେଶ ସଙ୍ଗେ ସଂଗେ ଉଭୟ ଙ୍କୁ କୋଳେଇ ନେଇଥିଲେ i ଯାହାକି ଏବେ ସମସ୍ତଙ୍କ ମନ କିଣିନେଇଛି i ରାଜନୀତି ର ଉର୍ଧକୁ ଯାଇ ଉଭୟ ବିଜେଡି ଏବଂ ବିଜେପି ନେତା ଙ୍କ କୋଳାକୋଳି ଏକ ଶୁଭ ଖବର ନିଚୟ i

Leave a Reply

Your email address will not be published. Required fields are marked *