2019 ପାଇଁ କିଏ ହେବ ବିଜୟୀ ?? ଓଡିଶା Exclusive ସୋସିଆଲ ମିଡ଼ିଆ ସର୍ଭେ ପଢନ୍ତୁ ସମ୍ପୂର୍ଣ୍ଣ ଖବର

ପାଖେଇ ଆସିଲାଣି ନିର୍ବାଚନ I ଦଳ ତରଫରୁ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାଥୀ ଘୋଷଣା ହେଇଗଲାଣି I ପ୍ରଚାର ବି ଆରମ୍ଭ ହେଇଗଲାଣି I ପ୍ରାଥୀଙ୍କ ନାମ ଘୋଷଣା ପରେ ବିଜେଡି ବିଜେପି କଂଗ୍ରେସ ମଧ୍ୟରେ ପ୍ରବଳ ଅସନ୍ତୋଷ ଲାଗିରହିଥିବା ବେଳେ ଏବେ ବିଜେଡି ଏବଂ କଂଗ୍ରେସ ର ଅସନ୍ତୋଷ ନେତା ମାନେ ବିଜେଡି ମୁଁହା I ଚାରିଥର ବିଜୟୀ ଥିବା ବିଜେଡି ମଧ୍ୟ ନିଜର ଭିର୍ଣ୍ଣ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛି I ତେବେ 2019 ନିର୍ବାଚନ ପାଇଁ ଓଡିଶା Exclusive ୱେବ ମିଡ଼ିଆ ତରଫରୁ ଗତ 18ତାରିଖ ମାର୍ଚ୍ଚ ରେ ଏକ ସୋସିଆଲ ମିଡ଼ିଆ ସର୍ଭେ କରାଯାଇଥିଲା Iଯେଉଁଥିରେ କି ସାତ ଦିନ ଧରି ବିଭିର୍ଣ୍ଣ ପ୍ରାନ୍ତରୁ ପ୍ରାୟ 45ହଜାର ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ I

ଯେଉଁମାନେ କି ବିଜେପି ସପକ୍ଷରେ 25ହଜାର ପାଞ୍ଚ ଶହ ଭୋଟ ଦେଇଥିବା ବେଳେ ବିଜେଡି ସପକ୍ଷରେ 19ହଜାର 4ଶହ ଭୋଟ ଦେଇଛନ୍ତି I ପାଖାପାଖି ବିଜେପି କୁ 57% ମତଦାନ ହେଇଥିବା ବେଳେ ବିଜେଡି କୁ 43% ମତଦାନ ରହିଛି I ତେବେ ଏହା କେବଳ ସୋସିଆଲ ମିଡ଼ିଆ ସର୍ଭେ I ଅର୍ଥାତ କହିହେବକି ସୋସିଆଲ ମିଡିଆରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି କିନ୍ତୁ ସୋସିଆଲ ମିଡ଼ିଆ ଲୋକପ୍ରିୟତା ଏବଂ ବାସ୍ତବ ମତଦାନ ରେ ଆକାଶ ପାତାଳ ଫରକ ରହିଥାଏ I ତେବେ ବିଜେପି ପ୍ରତି ଆସିଥିବା ଲୋକପ୍ରିୟତା ର ମୁଖ୍ୟ କାରଣ ଅପରାଜିତା ଷଡ଼ଙ୍ଗୀ I

ଅପରାଜିତା ଙ୍କ ପାଇଁ ଅଧିକାଂଶ ବ୍ୟବହାରକାରୀ ବିଜେପି ପ୍ରତି ଆକୃଷ୍ଟ ହେଉଥିବାର ଦେଖାଯାଉଛି I ଆସନ୍ତୁ ନଜର ପକାଇବା କିଛି ହାଇଲାଇଟ ମତାମତ ଉପରେ (ହଜାର ହଜାର ମତାମତ ସ୍ଥାନ ଦେବା ସମ୍ଭବ ନୁହେଁ ,ତେଣୁ କିଛି ମତାମତ କୁ ଏଠାରେ ପ୍ରକାଶ କରୁଛୁ ):

Aditya Prasad:ବିଜେଡି ଓଡ଼ିଶାରେ ଜିତୁ ଏବଂ ବିଜେପି କେନ୍ଦ୍ର ରେ ,Sib Prasad:4ଥର ବିଜେଡି ଜିତିବା ପରେ ଏବେ ପରିବର୍ତନ ,Prasanta Sahoo:ଏଥର ବିଜେପି ଆସି ବା ଦରକାର ,Pandab Swain:ବିଜେଡି ଓଡ଼ିଶାରେ ଜିତୁ ଏବଂ ବିଜେପି କେନ୍ଦ୍ର ରେ,

ସରୋଜ ଜେନା :ନବୀନ ବାବୁ ଙ୍କର ବିଶ୍ରାମ ନେବାର ସମୟ ଆସିଗଲାଣି,ଏଥର ଜଣେ ଯୁବ ନେତୃତ୍ୱ ଓଡିଶାର ଶାସନ ଭାର ସମ୍ଭାଳିବା ଦରକାର Ajaya Kumar Ray: ବିଜେପି ସରକାର ଓ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ,Shyamsundar Bagha ପରିବର୍ତ୍ତନ ନିହାତି ଆବଶ୍ୟକ,

Herodtus Nayak :ପରିବର୍ତ୍ତନ ହେଉ,,Sanjukta Dash:ଓଡ଼ିଶାରେ ବିଜେଡି Rosan Patnayak :Political science ପାଠ ପଢି ମୁଁ ଭାବିଥିଲି ଦିନେ MLA ହେବି,ଏଠି ତ ଲୋକସଭା ଓ ବିଧାନସଭା କୁ ଆଖଡ଼ା ଘର କଲେଣି ।ଧନ୍ୟ ନବୀନ

Leave a Reply

Your email address will not be published. Required fields are marked *