ବିଜେଡି ର ତୃତୀୟ ପର୍ଯ୍ୟାୟ ପ୍ରାଥୀ ଘୋଷଣା ଜାଣନ୍ତୁ କିଏ କେଉଁଠୁ

2019 ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଆଜି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ`ପ୍ରାଥୀ ଙ୍କ ତାଲିକା ଘୋଷଣା ହେଇଚି I ଏହି କ୍ରମରେ ଲୋକସଭା ପାଇଁ ଭୁବନେଶ୍ବର ରୁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଙ୍କ ବଦଳରେ ଅରୁପ ପଟ୍ଟନାୟକ,ସମ୍ବଲପୁର ପାଇଁ ପୂର୍ତ ବିଭାଗ ଛାଡି ଆସିଥିବା ନଳୀନକାନ୍ତ ପ୍ରଧାନ ,କେନ୍ଦ୍ରାପଡା ପାଇଁ ବୈଜୟନ୍ତ ଙ୍କ ବିପକ୍ଷରେ ଅନୁଭବ ମହାନ୍ତି ,ପୁରୀ ପାଇଁ ପିନାକୀ ମିଶ୍ର,ଜଗତସିଂହପୁର ପାଇଁ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ,ଯାଜପୁର ପାଇଁ ରିତା ତରାଇ ଙ୍କ ବଦଳରେ ସସ୍ମିତା ସେଠୀ, ବାଲେଶ୍ବର- ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା,ମୟୁରଭଞ୍ଜ ପାଇଁ ଦେବାଶିଷ ମାରାଣ୍ଡି ହେଇଥିବା ବେଳେ ଭଦ୍ରକ ପାଇଁ ମଞ୍ଜୁଲତା ମଣ୍ଡଳ ଙ୍କ ନାମ ଘୋଷଣା କରାଯାଇଛି I ସେହିପରି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାଥୀ ଘୋଷଣା କରାଯାଇଛି i

Leave a Reply

Your email address will not be published. Required fields are marked *