ମାଡ୍ରାସ ହାଇକୋର୍ଟ ର କେନ୍ଦ୍ରସରକାର ଙ୍କୁ ଅନୁରୋଧ: ଟିକ୍ ଟକ କୁ ବନ୍ଦ କର

ଗତ ବୁଧବାର ଦିନ ମାଡ୍ରାସ ହାଇକୋର୍ଟ ସରକାର ଙ୍କୁ ଏହି ଚାଇନା ଆପ ଟିକ ଟକ୍ କୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।କାରଣ ରେ ସେ ଏହା ଦର୍ଶାଇଛନ୍ତି କି ଏହି ଆପ ଅଶ୍ଳୀଳ ତା କୁ ପ୍ରଶୟ ଦେଉଅଛି। ବେଜିଂ ବାଇଟ୍ ଡନ୍ସ କୋ ଦ୍ଵାରା ନିର୍ମିତ ଏହି ଆପ ବହୁତ୍ କମ୍ ସମୟ ମଧ୍ୟ ରେ ଭାରତ ରେ ବହୁତ୍ ଲୋକପ୍ରିୟ ହୋଇ ଯାଇଛି। ବିଶେଷ କରି ଗ୍ରାମାଞ୍ଚଳ ଅଞ୍ଚଳ ରେ ଲୋକମାନେ ବେଶୀ ପ୍ରଭାବିତ ହୋଇଛନ୍ତି।ଗତ ଫେବୃୟାରୀ ରେ ମଧ୍ୟ ତାମିଲନାଡୁ ର ଆଇଟି ମିନିଷ୍ଟର୍ ଏହି ଆପ କୁ ବନ୍ଦ କରିବାକୁ ସ୍ୱର ଉଠାଇଥିଲେ କାରଣ କିଛି ଭିଡିଓ ଅତି ନିମ୍ନ ମନର ମଧ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *