ଅତି ନିଡମ୍ବର ଭାବରେ କୌଣସି ବି ଦଳୀୟ କର୍ମୀ କିମ୍ବା ସମର୍ଥକ ଙ୍କୁ ନ ଆଣି କେବଳ ଗୋଟିଏ ଗାଡ଼ି ରେ ଯେତିକି ଲୋକ ଆସିବେ ସେତିକି ଲୋକ ଏବଂ ଜଣେ ଓକିଲ କୁ ଆଣି ଆଜି ବାଲିକୁଦା ଏରସମା ରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଦାମ ରାଉତ।
ତାଙ୍କର ପୁଅ ଓ ଦଳୀୟ କର୍ମୀ ମାନେ ଆସୁଥିବାରୁ କିଛି ଅପ୍ରୀତିକର ସ୍ଥିତି କୁ ଆଡେଇବା ପାଇଁ ସେ ଏହି ନିଷ୍ପତି ନେଇଥିବାର ଜଣା ପଡିଛି।