ସାର୍‌ ମତେ ଟିକେ ଦେଖନ୍ତୁ ମୁଁ କେତେ ମୋଟି, ଦୟାକରି ମୋତେ ନିର୍ବାଚନ କାର୍ଯ୍ୟ ଦିଅନ୍ତୁ ନାହିଁ

ଏବେ ନିର୍ବାଚନ ଚାଲିଥିବା ବେଳେ ,ସରକାରୀ କର୍ମଚାରୀ ମାନଙ୍କୁ ନିର୍ବାଚନ ସୁଚାରୁରୂପେ ତୁଲାଇବାକୁ ଦାୟିତ୍ୱ ଦିଆଯାଇଛି I ସାଧାରଣତଃ ନିର୍ବାଚନ କାର୍ଯ୍ୟରୁ ସରକାରୀ ବାବୁମାନେ ମୁକ୍ତି ପାଇବାକୁ ବିଭିର୍ଣ୍ଣ ବାହାନା ଖୋଜିଥାନ୍ତି I ମିଛ ସତ କାରଣ ଦେଖାଇ ଶରୀର ଅସୁସ୍ଥ ଥିବାର ବିଭିର୍ଣ୍ଣ କାରଣ ଦେଖାଇଥାନ୍ତି I ତେବେ ଏସବୁ ମଧ୍ୟରେ ଜଣେ ମହିଳାଙ୍କ ନିର୍ବାଚନ ଦାୟିତ୍ୱ ନନେବାକୁ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଶୁଣି ସମସ୍ତେ ହସି ହସି ଗଡିଯାଇଛନ୍ତି I ସୂଚନା ଅନୁଯାଇ ଘଟଣାଟି ଉତ୍ତର ପ୍ରଦେଶର I

ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ପାଇଥିବା ଜଣେ ମହିଳା କର୍ମଚାରୀ ନିଜ ଅଫିସର ଙ୍କୁ କହିଥିଲେ କି ସାର୍‌ ଆପଣ ମତେ ଦେଖନ୍ତୁ ,ମୁଁ କେତେ ମୋଟୀ ,ମୁଁ ନିର୍ବାଚନ ଦାୟିତ୍ୱ ପାରିବିନି I ତେଣୁ ମତେ ଅଲଗା କାମ ଦିଆଯାଉ I ଅଫିସର ମଧ୍ୟ ମହିଳାଙ୍କ କଥାରେ ରାଜି ହେଇ ତାଙ୍କୁ ଅଲଗା କାର୍ଯ୍ୟ ଦେଇଛନ୍ତି I

Leave a Reply

Your email address will not be published. Required fields are marked *