ଆଗାମୀ ନିର୍ବାଚନ କୁ ଦୃଷ୍ଟି ରେ ରଖି କେନ୍ଦ୍ର ମନ୍ତ୍ରୀ ମାନଙ୍କର ରାଜ୍ୟ କୁ ଗସ୍ତ ଏବେ ଅବ୍ୟାହତ ରହିଛି। ଏହି ମଙ୍ଗଳବାର ମୋଦି ସମ୍ବଲପୁର ଗସ୍ତ ରେ ଆସୁଥିବା ବେଳେ ପୁଣି ୨୭ ତାରିଖ ରେ କେନ୍ଦ୍ରାପଡ଼ା ଗସ୍ତ ରେ ଆସୁଛନ୍ତି ମୋଦି।
ମୋଦି ଙ୍କ ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ର ବାରୁଅ ଠାରେ ଅନୁଷ୍ଠିତ ହେବ। ମୋଦି ଙ୍କ ଏହି ଗସ୍ତ କୁ ନେଇ ଜିଲ୍ଲା ବିଜେପି ରେ ଉତ୍ସାହ ପରିଲକ୍ଷିତ ହୋଇଛି।
ଦଳ ମଧ୍ୟରେ ମୋଦି ଙ୍କ ଗସ୍ତ କୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଛି।