ପ୍ରାଥୀ ଘୋଷଣା ପୂର୍ବରୁ ବହୁ ନେତାଙ୍କୁ ଦଳ ବଦଳ କରିବାକୁ ପଡିଥିଲା I ବିଜେଡି ରୁ ବିଜେପି ତ ଆଉ କିଏ ବିଜେପି ରୁ ବିଜେଡି ଡେଇଁଥିଲେ ,କିଛି ଟିକେଟ ପାଇଥିଲେ ତ ଆଉ କିଛି ଟିକେଟ ପାଇନଥିଲେ
I ତେବେ ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ରୁ ଟିକେଟ ନମିଳିବା ଆଶାରେ ବିଜେପି ଛାଡିଥିଲେକିନ୍ତୁ ବିଜେଡି ରୁ ଟିକେଟ ନମିଳିବାରୁ ପୁଣି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁଷମାରାଣୀ ବିଶ୍ୱାଳ I ଗତକାଲି ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ବିଜେଡି ଛାଡିଥିବା ଘୋଷଣା କରିଥିଲେ I
ଏବଂ ଆଗାମୀ ଦିନରେ ବିଜେଡି ବିରୁଧରେ ବୁଲି ବୁଲି ପ୍ରଚାର କରିବେ ବୋଲି କହିଛନ୍ତି I