୧୦୦ରୁ ଉର୍ଦ୍ଧ୍ୱ ନାବାଳିକା ଙ୍କୁ ଧର୍ଷଣ କରି ୭୧ବର୍ଷୀୟ ବୃଦ୍ଧ ଗିରଫ

ଦିନକୁ ଦିନ ଦୁଷ୍କର୍ମ ବଢ଼ିଚାଲୁଥିବା ବେଳେ ଦୁଷ୍କର୍ମକାରୀ ମାନଙ୍କ ମାନସିକ ରେ ପରିବର୍ତନ ଆସୁନାହିଁ I ସବୁଠାରୁ ଅଧିକ ଦୁଷ୍କର୍ମ ର ଶିକାର ହେଉଛନ୍ତି ନାବାଳିକା I ଯେଉଁ ବୟସରେ ଦୁନିଆ ବିଷୟରେ ଟିକେ ବି ଖବର ଜଣାନଥାଏ ସେହି ବୟସରେ ଦୁଷ୍କର୍ମ ର ଶିକାର ସାଜନ୍ତି ଏମାନେ I ତେବେ ଏକ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି ଯେ ଜଣେ ବୃଦ୍ଧ 71 ଜଣ ନାବାଳିକା ଙ୍କୁ ବଳାତ୍କାର କରି ଗିରଫ ହେଇଛି I

ସୂଚନା ଅନୁଯାଇ ଘଟଣାଟି ଆମେରିକାର ଲୁଇସିୟାନା ଅଞ୍ଚଳର I ଏଠିକାର ଫାଉଣ୍ଟେନ ନାମକ ଜଣେ ବ୍ୟକ୍ତି ନାବାଳିକା ମାନଙ୍କୁ ଧର୍ଷଣ କରିବା ନେଇ ତାଙ୍କ ନାମରେ ଥାନାରେ ଏତଲା ରହିଛି I ତେବେ ସବୁଠାରୁ ବଡ କଥା ହେଉଛି ଫାଉଣ୍ଟେନ ଙ୍କୁ ଏବେ ୭୧ ବର୍ଷ I ଆଉ ୟା ମଧ୍ୟରେ ତାଙ୍କ ନାମରେ 100 ଏତଲା ଦିଆଯାଇଛି ସବୁଯାକ ମାମଲା ରୁ ଜଣାପଡିଛି କି ଦୁଷ୍କର୍ମ ର ଶିକାର ହେଇଥିବା ଝିଅ ମାନେ ନାବାଳିକା I

ବୃଦ୍ଧଙ୍କୁ ଗିରଫ କରାଯାଇଛି I ଗିରଫ ହେବାପରେ ବୃଦ୍ଧ ଜଣଙ୍କ ସମସ୍ତ ସତ୍ୟ ସ୍ୱୀକାର କରିଛନ୍ତି I ଘଟଣାଟି ଏବେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି I

Leave a Reply

Your email address will not be published. Required fields are marked *