ନବୀନ ବାବୁ ଙ୍କ ସିଗାରେଟ୍ ଭିଡିଓ ଫେକ୍,VFX ମାଧ୍ୟମ ରେ କରାଯାଇଛି ଭିଡିଓ:ଅନୁଭବ ମହାନ୍ତି

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କିଛି ଭିଡିଓ କିଛି ଦିନ ହେବ ବହୁତ୍ ଭାଇରାଲ୍ ହେବାରେ ଲାଗିଛି। ଏହା ମଧ୍ୟରୁ ଏକ ଭିଡିଓ ରେ ନବୀନ ସିଗାରେଟ୍ ଟାଣୁଥିବା ର ଦେଖିବାକୁ ମିଳିଥିଲା। ଯାହା କି ସୋସିଆଲ ମିଡ଼ିଆ ରେ ବହୁତ୍ ଭାଇରାଲ ମଧ୍ୟ ହୋଇଥିଲା।

ବିଜେଡ଼ି ତରଫ ରୁ କଣ ପାଇଁ ଏହାର ଜବାବ ଦିଆ ଯାଉନାହିଁ ଏବଂ କାହିଁକି ବିଜେଡ଼ି ଚୁପ୍ ରହିଛି ଏହାକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆ ରେ ଅନେକ କଥା ଶୁଣିବାକୁ ମିଳୁଥିଲା।

ଆଜି ଏହି ସିଗାରେଟ୍ ଭିଡିଓ କୁ ନେଇ ମୁହଁ ଖୋଲିଛନ୍ତି ବିଜେଡ଼ି ତରଫ ରୁ ଅନୁଭବ ମହାନ୍ତି। ଅରିଜିନାଲ ଭିଡିଓ କେଉଁଟା ଆଉ ସିଗାରେଟ୍ ଲଗାଇ ମିଛ ଭିଡିଓ ମଧ୍ୟ ପୋଷ୍ଟ୍ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ବିଜେପି ଆଇ ଟି ସେଲ୍ ର ହିନ ରାଜନୀତି। ଏଥିରେ ସଂପୃକ୍ତ ଥିବା ସମସ୍ତ ଲୋକ ବନ୍ଧା ହେବେ।

One Comment on “ନବୀନ ବାବୁ ଙ୍କ ସିଗାରେଟ୍ ଭିଡିଓ ଫେକ୍,VFX ମାଧ୍ୟମ ରେ କରାଯାଇଛି ଭିଡିଓ:ଅନୁଭବ ମହାନ୍ତି”

  1. Anubhav Mohanty…sabu lokanku kan to bhalia bhabilu ki……Film re over acting au ethi b over katha

Leave a Reply

Your email address will not be published. Required fields are marked *