ମୋଦି ଓ ଯୋଗୀ ଙ୍କ ପରି ଦିଶୁଥିବା ବ୍ୟକ୍ତିଙ୍କର ପ୍ରାର୍ଥୀ ପତ୍ର ହେଲା ନାକଚ।କାହିଁକି?

ନରେନ୍ଦ୍ର ମୋଦି ଏବଂ ଯୋଗୀ ଆଦିତ୍ୟନଥ ଙ୍କ ପରି ଦିଶୁଥିବା ୨ ଜଣ ବ୍ୟକ୍ତି ନିର୍ବାଚନ ରେ ଅଂଶଗ୍ରହଣ କରିଥିଲେ ମଧ୍ୟ ତାଙ୍କ ନାମାଙ୍କନ ନାକଚ ହୋଇଯାଇଛି।

ନରେନ୍ଦ୍ର ମୋଦି ଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ ନିଜର ପ୍ରାର୍ଥୀ ପତ୍ର ରେ କେତେକ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିନଥିଲେ ବୋଲି ତାଙ୍କର ନାକଚ ହୋଇଯାଇଥିବାର ସୂଚନା ମିଳିଛି ଏବଂ ଯୋଗୀ ଙ୍କ ପରି ଦିଶୁଥିବା ସୁରେଶ ଠାକୁର ଙ୍କ ନାକଚ ହେବାର କାରଣ ହେଉଛି କି ତାଙ୍କୁ ସରକାରୀ ଚାକିରୀ ରୁ ନିଲମ୍ବିତ କରାଯାଇଥିଲା ଏବଂ ସେ ୫ ବର୍ଷ ଯାଏ ଆଉ କୌଣସି ନିର୍ବାଚନ ଲଢି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *