ଅମୀଷା ପଟେଲ ଆସିଥିଲେ କଂଗ୍ରେସ ର ପ୍ରଚାର କରିବାକୁ ମୈଦାନ ରେ କଲେ ବିଜେପିକୁ ପ୍ରଶଂସା ଆଉ ତାପରେ …

ସମ୍ପ୍ରତି ନିର୍ବାଚନ ଚାଲୁଥିବା ବେଳେ ପ୍ରଚାର ପାଇଁ ସବୁ ନେତା ପ୍ରାୟତ ଅଭିନେତା ଅଭିନେତ୍ରୀ ମାନଙ୍କୁ ଆଣିଥାନ୍ତି I ସେହିପରି ଗୁଜରାଟର ବଡୋଦରାରେ କଂଗ୍ରେସ ପ୍ରାଥୀ ଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ଅଭିନେତ୍ରୀ ଅମିଶା ପଟେଲ ବିଜେପି ର ଗୁଣଗାନ କରିଦେଇଛନ୍ତି I ସୂଚନା ଅନୁଯାଇ କଂଗ୍ରେସ ପ୍ରାଥୀ ଙ୍କ ପାଇଁ ଆସିଥିବା ଅମିଶା କହିଥିଲେ କି ଗୁଜରାଟ ରେ ଯେଉଁଭଳି ବିକାଶ ହେଇଚି ସାରା ଭାରତ ପାଇଁ ଏକ ଉଦାହରଣ I ଏହା ଦେଶର ପ୍ରଗତି ସହାୟକ ହେବ

I ତେବେ ପରୋକ୍ଷ ରେ ଅମିଶା ବିଜେପି କୁ ହିଁ ପ୍ରସଂଶା କରି ପକାଇଥିଲେ କାହିଁକିନା ଗୁଜରାଟ ରେ ବିକାଶ ରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I ତେଣୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *