ମେ ୧୯ରେ ହେବ ପାଟକୁରା ବିଧାନସଭା ନିର୍ବାଚନ; ବିଜ୍ଞପ୍ତି ଜାରି କଲେ ନିର୍ବାଚନ କମିସନ

ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଙ୍କ ମୃତୁ ପରେ ସ୍ତଗିତ ରହିଥିବା ପାଟକୁରା ନିର୍ବାଚନ ମେ ୧୯ ତାରିଖ ରେ ହେବ ବୋଲି ଆଜି ନିର୍ବାଚନ କମିଶନ ଙ୍କ ଦ୍ଵାରା ଘୋଷଣା କରାଯାଇଛି।

ଏ ନେଇ ଆଜି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆସନ୍ତା ଏକ ତାରିଖ ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖ ରେ ଯାଞ୍ଚ ଶେଷ ହେବ। ୪ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ତାରିଖ।

ବିଜେଡ଼ି ତରଫ ରୁ ସାନି ପ୍ରାର୍ଥୀ ପତ୍ର ଦାଖଲ କରାଯିବାକୁ ଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କାୟମ୍ ରହିବା।

Leave a Reply

Your email address will not be published. Required fields are marked *