ଖେଳରେ ସବୁବେଳେ ଚର୍ଚାରେ ଥିବା ଦୁତି ଚାନ୍ଦ ଓଡିଶା ପାଇଁ ଅନେକ ସନମାନ ଆଣିଥିବା ବେଳେ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ I ଜାତୀୟ ଗଣମାଧ୍ୟମ ରେ ଏବେ ଦୂତିଙ୍କ ଆଲୋଚନା I ଖବର ଅନୁଯାଇ ଜଣେ ଝିଅକୁ ଭଲ ପାଆନ୍ତି ଦୁତି I ଯିଏକି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ ତାଙ୍କ ସହିତ ସେ ସମଲିଙ୍ଗୀ ସମ୍ପର୍କ ରେ ରହିଆସିଛନ୍ତି I ଏନେଇ ଦୁତି କହିଛନ୍ତି କି ପ୍ରତ୍ୟକ ବ୍ୟକ୍ତି ଙ୍କର ନିଜ ଜୀବନ ସାଥି ବାଛିବାର ଅଧିକାର ଅଛି ଏବଂ ସେ ଜୀବନ ସାଥି ବାଛିଛନ୍ତି I ତେବେ ଗଣମାଧ୍ୟମ ର ଚର୍ଚା କୁ ତାଙ୍କ ଜୀବନସାଥୀ ଙ୍କୁ ସେ ଆଣିବାକୁ ଚାହିଁନାହାନ୍ତି I