ରାଜନୀତି ରେ ବି ସେଞ୍ଚୁରି ,ଲକ୍ଷାଧିକ ଭୋଟ ବ୍ୟବଧାନ ରେ ଜିତିଲେ ଗମ୍ଭୀର

ସେ ମୈଦାନ କୁ ଓଲ୍ହାଇଲେ ପଡିଆରେ ଚିଲାଉଥିଲେ ଦର୍ଶକ I ତାଙ୍କ ବ୍ୟାଟ ଥରେ ଆରମ୍ଭ ହେଲେ ଆଉ ବନ୍ଦ ହେବା ଏତେ ସହଜ ନୁହେଁ I ତଥାପି କ୍ରିକେଟ ରୁ ସନ୍ୟାସ ନେଇଯାଇଥିଲେ ଏହି ଲୋକପ୍ରିୟ ତାରକା ତଥା ଓପନର ଗୌତମ ଗମ୍ଭୀର I କ୍ରିକେଟ ରୁ ସନ୍ୟାସ ନେବାପରେ ରାଜନୀତି ରେ ଯୋଗଦେଇଥିଲେ ଗୌତମ I ତେବେ ବିଜେପି ର ପ୍ରାଥୀ ଭାବରେ ଗୌତମ ପୂର୍ବ ଦିଲ୍ଲୀ ଲୋକସଭା ଲଢ଼ିଥିଲେ ,ଗତକାଲି ଫଳାଫଳ ବାହାରିବା ପରେ ପ୍ରକାଶିତ ରିପୋର୍ଟ ଅନୁଯାଇ ପାଖାପାଖି ଲକ୍ଷାଧିକ ଭୋଟ ରେ ବିଜୟୀ ହେଇଛନ୍ତି ଗମ୍ଭୀର

I ଚର୍ଚ୍ଚା ଚାଲିଛି କି ଗୌତମ କ୍ରିକେଟ ପଡିଆ ରେ ଯେଉଁଭଳି ଭାବରେ ନିଜର ଦକ୍ଷତା ଦେଖାଇଥିଲେ ଠିକ ସେହିଭଳି ଭାବରେ ରାଜନୀତି ରେ ମଧ୍ୟ ତାଙ୍କ ଦକ୍ଷତା ଦେଖିବାକୁ ମିଳିବ I

Leave a Reply

Your email address will not be published. Required fields are marked *