ରାହୁଲ ଅମେଥି ରୁ ହାରିଲେ ,ରାଜନୀତି ଛାଡ଼ିଦେବି ବୋଲି କହିଥିଲେ ସିଦ୍ଧୁ,ଲୋକେ କହିଲେ ଏବେ ସନ୍ୟାସ ନିଅ

ଭୋଟ ଗଣତି ଫଳାଫଳ ଘୋଷଣା ସରିଥିବା ବେଳେ ,ଆମେଥି ରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀ ଠାରୁ ହାରି ଯାଇଛି I ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି I ପୂର୍ବରୁ ଏକ ସାକ୍ଷାତକାର ରେ ସିଦ୍ଧୁ କହିଥିଲେ କି ଆମେଠିରୁ ରାହୁଲ ଗାନ୍ଧୀ ହାରିଲେ ସେ ରାଜନୀତି ଛାଡ଼ିଦେବେ I ଏବେ ରାହୁଲ ହାରିବା ପରେ ସୋସିଆଲ ମିଡିଆରେ ଭାଇରଲ ହେଉଛି କି ରାହୁଲ ହାରିଗଲେ ,ନବଜୋତ୍ ସିଂହ ସିଦ୍ଧୁ ଏବେ ନିଜ କଥା ରଖନ୍ତୁ ଏବଂ ରାଜନୀତି ରୁ ସନ୍ୟାସ ନିଅନ୍ତୁ I ତେବେ `ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ସିଦ୍ଧୁ I

Leave a Reply

Your email address will not be published. Required fields are marked *