15 ବର୍ଷ ପରେ ବିଧାନସଭା କୁ ଫେରିଲେ ସୁର ,ଏଥର ବିଧାନସଭା କୁ ଉଠାଇବେ ପକାଇବେ

ଓଡ଼ିଶାର କଂଗ୍ରେସ ରୁ ଯଦି କେଉଁ ନେତା ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ସେ ହେଉଛନ୍ତି ସୁର ରାଉତରାୟ I ପାଞ୍ଚ ପାଞ୍ଚ ଥର ବିଧାୟକ ହେଇଥିଲେ ମଧ୍ୟ 2004ରେ ଜଟଣୀ ଆସନ ଖସିଯାଇଥିଲା ତାଙ୍କ ହାତରୁ I ବିଜେଡି ଏହି ଆସନ କୁ କବ୍ଜା କରିନେବା ପରେ ଆଉ ବିଧାନ ସଭା ମାଟି ମାଡି ପାରିନଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ Iକିନ୍ତୁ ସବୁବେଳେ ନିଜର ବୟାନ ପାଇଁ ମିଡିଆରେ ଚର୍ଚାରେ ଥିଲେ I

ଏଥରକ ଜଟଣି ରୁ ସେ ଶେଷ ନିର୍ବାଚନ ଲଢ଼ୁଥିବା କହି ଅନୁକମ୍ପା ମୂଳକ ଭୋଟ ହାତେଇବା ସହିତ ବିଜେଡି ପ୍ରାଥୀ ଙ୍କୁ ହରାଇ ବିଜୟୀ ହେଇଛନ୍ତି I ତେବେ ସୁର ଯେଉଁଭଳି ଭାବରେ ସବୁବେଳେ ଡାଇଲଗ ମାରନ୍ତି ଚର୍ଚା ଚାଲିଛି କି ଏଥର ବିଧାନସଭା ରେ ସୁରଙ୍କ ଡାଇଲଗ ରେ କମ୍ପିବ ଉଠିବ I

Leave a Reply

Your email address will not be published. Required fields are marked *