ଆଜି ନବୀନ ଙ୍କ ନେତୃତ୍ୱାଧୀନ ବିଜେଡି ପୁଣିଥରେ ୫ମ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ବାଚସ୍ପତି ହେବେ ସୂର୍ଯ୍ୟ ପାତ୍ର ଇନେଇ ନବୀନ ନିବାସ ରୁ ତାଙ୍କୁ ଜଣାଇଦିଆଯାଇଥିବା ବେଳେ ବରିଷ୍ଠ ନେତ୍ରୀ ପ୍ରମିଳା ମଲିକ ଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରାଯିବ I ସୂଚନା ଥାଉ କି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାଥୀ ପିଙ୍କି ପ୍ରଧାନ ଙ୍କୁ ବିପୁଳ ପରିମାଣରେ ହରାଇ ସୂର୍ଯ୍ୟ ବିଜୟୀ ହେଇଥିଲେ I ଏହାକୁ ମିଶାଇ ସୂର୍ଯ୍ୟ ଙ୍କ ବିଧାୟକ ଭାବରେ ସାତଥର ବିଜୟ ହେଇଛି I