Home 2019 ନିର୍ବାଚନ ପ୍ରତାପ ନନା ଙ୍କୁ ଆସିଲା ପିଏମଓ ରୁ କଲ ମିଳିବ କେନ୍ଦ୍ର ରେ ମନ୍ତ୍ରୀପଦ

ପ୍ରତାପ ନନା ଙ୍କୁ ଆସିଲା ପିଏମଓ ରୁ କଲ ମିଳିବ କେନ୍ଦ୍ର ରେ ମନ୍ତ୍ରୀପଦ

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଯାଏଁ ସବୁଠି ଚର୍ଚ୍ଚା I ବାଲେଶ୍ୱର ର ଚାଳଘର ରୁ ଦିଲ୍ଲୀ ଯାତ୍ରା I ମୈଦାନ ରେ କୋଟିପତି ପ୍ରତିପକ୍ଷ ଙ୍କୁ ହରାଇ ସାରା ଦେଶରେ ଚର୍ଚ୍ଚା ରେ ଅଛନ୍ତି ପ୍ରଥମ ଥର ପାଇଁ ସାଂସଦ ହେଇଥିବା ପ୍ରତାପ ଷଡ଼ଙ୍ଗୀ Iନିଜର ସରଳ ଜୀବନ ଜାପନ ଏବଂ ଲୋକ ସେବା ପାଇଁ ଏବେ ଚର୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀ ଙ୍କୁ ପିଏମଓ ରୁ ଫୋନ କଲ ଆସିଛି I ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଫୋନ କଲ ଆସିଥିବା ବେଳେ ଏବେ ପୁଣି ପ୍ରତାପ ଙ୍କୁ ଫୋନ କଲ ଆସିଛି Iଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଉଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ଶପଥ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପ୍ରତାପ ଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଯାଇପାରେ ସୂଚନା ମିଳିଛି I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...