ଓଡ଼ିଶାର 10ଟି ଲୋକପ୍ରିୟ ୱେବ ଚାନେଲ ଯେଉଁଠି ଆପଣ ପ୍ରତି ମୁହୁର୍ତରେ ଖବର ପାଇପାରିବେ

5ସମ୍ପ୍ରତି ଖବର ପାଇଁ ଆଉ ସକାଳର ଖବରକାଗଜ କିମ୍ବା ଟିଭି ପାଖରେ ବସିବାକୁ ପଡୁନାହିଁ I ଏବେ ହାତ ପାହାନ୍ତା ରେ ସବୁଠି ଏବଂ ସବୁ ସମୟର ଟିକିନିକି ଖବର I ଖବର ର ଆଧୁନିକୀକିକରଣ ରେ ତାଳ ଦେଇ ଖବରକାଗଜ ଏବଂ ଟେଲିଭିଜନ ମଧ୍ୟ ଏବେ ୱେବ ପୋର୍ଟାଲ ରେ ଖବର ପ୍ରସାରଣ କରି ଜନାଦୃତ ହେଇଥିବା ବେଳେ ପାଠକ ଙ୍କ ର ଡିଜିଟାଲ ଖବର ର ଚାହିଦା କୁ ଦେଖି ଛତୁ ଫୁଟିବା ଭଳି ନିଉଜ ପୋର୍ଟାଲ ଖୋଲୁଥିବା ବେଳେ ଆସନ୍ତୁ ଜାଣିବା ଓଡ଼ିଶାର 10ଟି ଲୋକପ୍ରିୟ ୱେବ ପୋର୍ଟାଲ ଯାହାକି ସୋସିଆଲ ମିଡ଼ିଆ ଫେସବୁକ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି I

1) khabarodisha.com/ ଏହାର ଫେସ୍ବୁକ ପେଜ୍ କୁ 583886 ଲାଇକ ମିଳିଥିବା ବେଳେ 587803 ଫଲୋୟର ଅଛନ୍ତି I 2) odishareporter.in, ଏହାର ଫେସ୍ବୁକ ପେଜ୍ କୁ 358993 ଲାଇକ କରିଥିବା ବେଳେ 383776 ଫଲୋୟର ଅଛନ୍ତି I

3) theargus.in, ଏହାର ଫେସ୍ବୁକ ପେଜ୍ କୁ 331003 ଲାଇକ କରିଥିବା ବେଳେ 427317 ଫଲୋୟର ଅଛନ୍ତି I 4) odishaexclusive.in, ଏହାର ଫେସ୍ବୁକ ପେଜ୍ କୁ 201554 ଲାଇକ କରିଥିବା ବେଳେ 263984 ଫଲୋୟର ଅଛନ୍ତି I

5) knewsodisha.com, ଏହାର ଫେସ୍ବୁକ ପେଜ୍ କୁ 178089 ଲାଇକ କରିଥିବା ବେଳେ 311533 ଫଲୋୟର ଅଛନ୍ତି 6) odisha.live, 65367 ଲାଇକ ଏବଂ 81081 ଫଲୋୟର 7) atrnews.in, 50608 ଲାଇକ ଏବଂ 63331 ଫଲୋୟର 8) crimecapital.in, 35062 ଲାଇକ ଏବଂ 37844 ଫଲୋୟର 9) odiaspotnews.in, 20727 ଲାଇକ ଏବଂ 20756 ଫଲୋୟର 10) odishanewslive.com, 19190 ଲାଇକ ଏବଂ 20322 ଫଲୋୟର I ଏହା ବ୍ୟତୀତ ଆହୁରି ଅଧିକାଂଶ ୱେବ ପୋର୍ଟାଲ ରହିଛି ଯାହାକି ପ୍ରତି ମୁହୁର୍ତରେ ଖବର ପ୍ରସାରଣ କରୁଛି I (ଏହା ନଭେମ୍ବର 28 ଯାଏଁ )

Leave a Reply

Your email address will not be published. Required fields are marked *