Homeଗ୍ଲାମର୍ପ୍ରେମ ସପ୍ତାହର ପ୍ରଥମ ଦିନରେ ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତା ଅମ୍ଲାନ

ପ୍ରେମ ସପ୍ତାହର ପ୍ରଥମ ଦିନରେ ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତା ଅମ୍ଲାନ

Published on

spot_img

ଶେଷରେ ଆଜି ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି ଓଡ଼ିଆ ସିନେମାର ର ଷ୍ଟାର ତଥା ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପୁଅ ଅମ୍ଲାନ ଦାସ I ଆଜି ପ୍ରେମ ସପ୍ତାହ ଆରମ୍ଭ ହେଇସାରିଥିବା ବେଳେ ,ପ୍ରଥମ ଦିନର ଗୋଲାପ ଦିବସ ରେ ପ୍ରେମିକା ଙ୍କ ହାତ ରେ ହାତ ମିଶାଇଛନ୍ତି ଅମ୍ଲାନ I କଟକ ବାସଭବନ ରେ ଆର୍ଯ୍ୟ ସମାଜ ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହେଇଛି I ସୂଚନା ଥାଉ କି ଜାନୁଆରୀ 8ତାରିଖ ରବିବାର ଅମ୍ଲାନ ଙ୍କର ନିର୍ବନ୍ଧ ସରିଥିଲା I ତେବେ ଅମ୍ଲାନ ଙ୍କ ପତ୍ନୀ ଅଭିନୟ ଜଗତରେ ପରିଚିତ ନୁହନ୍ତି I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this