ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଏହାର ଶିକାର ହେଉଛନ୍ତି ନାବାଳିକା ମାନେ I ତେବେ
ଜବଲପୁର ସତନାରେ ଦେଖିବାକୁ ମିଳିଛି ଏକ ଭଲ ଖବର I ନାବାଳିକା ଦୁଷ୍କର୍ମକାରୀ କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ବିଚାରପତି I ମିଳିଥିବା ସୂଚନା ଅନୁଯାଇ ବିଦ୍ୟାଳୟ ର ଜଣେ ଶିକ୍ଷକ ୪ ବର୍ଷ ର ଜଣେ ଛାତ୍ରୀ କୁ ନିକଟସ୍ଥ ଜଙ୍ଗଲ କୁ ଟେକିନେଇ ଦୁଷ୍କର୍ମ କରିଥିଲେ ,ଶିଶୁଟି ଅଚେତ ହେଇଯିବା ପରେ ଶିକ୍ଷକ ଜଣଙ୍କ ଛାଡି ପଳାଇଥିଲେ I
ପରେ ଘର ଲୋକ ହସ୍ପିଟାଲ ନେବାପରେ ଶିଶୁଟିର ଚେତା ଫେରିଥିଲା ଏବଂ ଶିକ୍ଷକ ଙ୍କ ନାମରେ ଏତଲା ଦିଆଯାଇଥିଲା Iଶିକ୍ଷକ ର ନାମ ମହେନ୍ଦ୍ର କୁମାର Iତେବେ ଏହି ଘଟଣାର ବିଚାର କରି ଜିଲ୍ଲା ଅଦାଲତ ଅଭିଯୁକ୍ତ ମହେନ୍ଦ୍ର କୁ ଫାଶୀଦଣ୍ଡ ଶୁଣାଇଛନ୍ତି I